ଆଗାମୀ ବଲିଉଡ ସିନେମା ‘କମାଣ୍ଡୋ ୨’ ର ବ୍ରାଣ୍ଡ୍ ନ୍ୟୁ ପୋଷ୍ଟର ଉନ୍ମୋଚନ କରାଯାଇଛି । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ବିଦ୍ୟୁତ ଜାମ୍ବାଲ୍ । ତେବେ ଗତକିଛି ଦିନ ତଳେ ବିଦ୍ୟୁତ ଏହି ସିନେମାର ଟିଜର୍ ଉନ୍ମୋଚନ କରିଛନ୍ତି ।
୨୦୧୩ରେ ଆସିଥିବା ସିନେମା ‘କମାଣ୍ଡୋ- ୱାନ୍ ମ୍ୟାନ୍ ଆର୍ମି’ ର ଏହା ହେଉଛି ସିକ୍ୱେଲ୍ ସିନେମା । ଏଥିରେ ବିଦ୍ୟୁତଙ୍କ ବିପକ୍ଷରେ ଅଭିନେତ୍ରୀ ଅଦା ଶର୍ମା ନଜର ଆସିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/commando-2.jpg)