ଘୁଂଚିଲା ଅଣ୍ଡରୱାଲ୍ଡ ଡନ ଦାଉଦ ଇବ୍ରାହିମର ଜୀବନିକୁ ନେଇ ପ୍ରସ୍ତୁତ ହୋଇଥିବା ସିନେମାର ଉନ୍ମୋଚନ ତାରିଖ । ଆଜି ସିନେମାଟି ଉନ୍ମୋଚନ ହେବାକୁ ଥିବା ବେଳେ ଏହାର ରିଲିଜ ତାରିଖକୁ ଘୁଂଚାଇ ଦିଆଯାଇଛି ।
ସିନେମାର ଷ୍ଟାରକାଷ୍ଟଙ୍କୁ ଡନ୍ ତରଫରୁ ଧମକ ମିଳୁଥିବାରୁ ଏହାର ଉନ୍ମୋଚନ ତାରିଖକୁ ଘୁଂଚାଇ ଦିଆଯାଇଛି । ସିନେମାରେ ଅଣ୍ଡରୱାଏଲ୍ଡ ଡନ ଦାଉଦ ଇବ୍ରାହିମର ଜୀବନିକୁ ସ୍ଥାନ ଦିଆଯାଇଛି । ଏହାକୁ ସିନେମାରୁ ବାଦ୍ ଦେବା ପାଇଁ ଛୋଟା ସକିଲ ପୂର୍ବରୁ ମଧ୍ୟ ଧମକ ଦେଇଥଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/Sunil-Grover.jpg)