କିଶୋରଙ୍କୁ ଟିକା ନେଇ ଦ୍ୱନ୍ଦ୍ୱ ଦୂର କଲା କେନ୍ଦ୍ର: ୨୦୦୭ରେ ଜନ୍ମିତ ପିଲା ନେଇପାରିବେ ଟିକା

192

କନକ ବ୍ୟୁରୋ: କିଶୋରଙ୍କୁ ଟିକା, ବୟସକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କଲେ କେନ୍ଦ୍ର ସରକାର । ୧୫ରୁ ୧୮ ବର୍ଷ ବର୍ଗଙ୍କୁ ଟିକା ନେଇ ସ୍ପଷ୍ଟ କଲା କେନ୍ଦ୍ର । କହିଲା, ୨୦୦୭ରେ ଜନ୍ମ ନେଇଥିବା ପିଲା ନେଇପାରିବେ ଟିକା । ୨୦୦୫, ୨୦୦୬ ଓ ୨୦୦୭ରେ ଜନ୍ମ ନେଇଥିବା ପିଲା ଟିକା ନେଇପାରିବେ । ୨୦୨୩ ସୁଦ୍ଧା ଯାହାକୁ ୧୫ ବର୍ଷ ହୋଇଥିବ ଏବା ହେବ, ସେମାନେ ଟିକା ନେଇପାରିବେ ।