ରିଲିଜ ହୋଇଛି ମଂଜରୀ ମୁଭିର ଆଗୀମୀ ଫିଲ୍ମ ‘ଛାତି ତଳେ ଡିଙ୍ଗ୍ ଡଙ୍ଗ୍’ର ଟାଇଟେଲ୍ ଟ୍ରାକର ଷ୍ଟୁଡିଓ ଭର୍ସନ । ମଳୟ ମିଶ୍ରଙ୍କ ନିର୍ଦେଶନାରେ ନିର୍ମିତ ଏହି ଗୀତଟି ଖୁବ୍ ମନଛୁଆଁ ହୋଇଛି । ସେପଟେ ଜୋରସୋରରେ ଚାଲିଛି ଫିଲ୍ମର ସୁଟିଂ । ଫିଲ୍ମକୁ ନେଇ ଅଭିନେତା ଓ ଅଭିନେତ୍ରୀ ବେଶ ଉତ୍ସାହିତ ଅଛନ୍ତି । ଇତି ମଧ୍ୟରେ ଫିଲ୍ମର ୧୦ ଦିନର ସୁଟିଂ ଶେଷ ହୋଇଛି । ପୂଜା ବଜାରରେ ଏହି ଫିଲ୍ମ ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।
ଦେଖନ୍ତୁ ଏହି ମନଛୁଆଁ ଗୀତ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/Capture6-1.jpg)