ପୂଜା ରିଲିଜରେ “ ଛାତି ତଳେ ଡିଂ ଡଙ୍ଗ୍ ” କଲା ଧମାକା : ମଧୁର ଗୀତରେ ଝୁମିଲେ ଦର୍ଶକ

ପୂଜା ରିଲିଜରେ “ ଛାତି ତଳେ ଡିଂ ଡଙ୍ଗ୍ ” କଲା ଧମାକା : ମଧୁର ଗୀତରେ ଝୁମିଲେ ଦର୍ଶକ

ପୂଜା ବଜାରରେ ଆଜି ରିଲିଜ୍ ହୋଇଛି ଓଲିଉଡର ଚର୍ଚ୍ଚିତ ଫିଲ୍ମ “ ଛାତି ତଳେ ଡିଂ ଡଙ୍ଗ୍ ” । ପ୍ରଥମ ଦିନରେ ସବୁ ହଲରେ ହାଉସଫୁଲ୍ । ସବ୍ୟସାଚୀ-ଅର୍ଚ୍ଚିତା ଓ ବର୍ଷାଙ୍କ ଅଭିନୟ ସାଙ୍ଗକୁ ଶକ୍ତି କପୁରଙ୍କ ନେଗେଟିଭ୍ ରୋଲକୁ ପସନ୍ଦ କରିଛନ୍ତି ଦର୍ଶକ । ତେବେ ଦର୍ଶକଙ୍କୁ ସବୁଠୁ ଅଧିକ ଭଲ ଲାଗିଛି ଫିଲ୍ମର ଗୀତ ।

ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe