ପୂଜା ବଜାରରେ ଆଜି ରିଲିଜ୍ ହୋଇଛି ଓଲିଉଡର ଚର୍ଚ୍ଚିତ ଫିଲ୍ମ “ ଛାତି ତଳେ ଡିଂ ଡଙ୍ଗ୍ ” । ପ୍ରଥମ ଦିନରେ ସବୁ ହଲରେ ହାଉସଫୁଲ୍ । ସବ୍ୟସାଚୀ-ଅର୍ଚ୍ଚିତା ଓ ବର୍ଷାଙ୍କ ଅଭିନୟ ସାଙ୍ଗକୁ ଶକ୍ତି କପୁରଙ୍କ ନେଗେଟିଭ୍ ରୋଲକୁ ପସନ୍ଦ କରିଛନ୍ତି ଦର୍ଶକ । ତେବେ ଦର୍ଶକଙ୍କୁ ସବୁଠୁ ଅଧିକ ଭଲ ଲାଗିଛି ଫିଲ୍ମର ଗୀତ ।
ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/8-1.png)