ପୂଜା ବଜାରକୁ ରଙ୍ଗୀନ୍ କରିବ ଫିଲ୍ମ ‘ଛାତି ତଳେ ଡିଂ ଡଙ୍ଗ୍’

ପୂଜା ବଜାରକୁ ରଙ୍ଗୀନ୍ କରିବ ଫିଲ୍ମ ‘ଛାତି ତଳେ ଡିଂ ଡଙ୍ଗ୍’

ପୂଜା ବଜାରରେ ଆଜି ମୁକ୍ତିଲାଭ କରୁଛି ଓଲିଉଡ୍ ଫିଲ୍ମ ‘ଛାତି ତଳେ ଡିଂ ଡଙ୍ଗ୍’। ମଂଜରୀ ମୁଭିଜର ଏହି ଫିଲ୍ମକୁ ନେଇ ସବୁଠି ଚର୍ଚ୍ଚା , କାରଣ ଫିଲ୍ମରେ ଅଛି ଜବରଦସ୍ତ ଷ୍ଟାରକାଷ୍ଟ । ଓଲିଉଡର ଚକଲେଟ୍ ହିରୋ ସବ୍ୟସାଚୀଙ୍କ ବିପକ୍ଷରେ ଅଛନ୍ତି ଦୁଇ ଦୁଇ ଜଣ ଅଭିନେତ୍ରୀ ବର୍ଷା ଏବଂ ଅର୍ଚ୍ଚିତା । ଫିଲ୍ମରେ ରୋମାନ୍ସ ସାଙ୍ଗକୁ କମେଡିର ତଡକା ଲଗାଇବେ ବଲିଉଡ୍ ବ୍ୟାଡବୟ ଶକ୍ତି କପୁର୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe