ପୂଜା ବଜାରରେ ଆଜି ମୁକ୍ତିଲାଭ କରୁଛି ଓଲିଉଡ୍ ଫିଲ୍ମ ‘ଛାତି ତଳେ ଡିଂ ଡଙ୍ଗ୍’। ମଂଜରୀ ମୁଭିଜର ଏହି ଫିଲ୍ମକୁ ନେଇ ସବୁଠି ଚର୍ଚ୍ଚା , କାରଣ ଫିଲ୍ମରେ ଅଛି ଜବରଦସ୍ତ ଷ୍ଟାରକାଷ୍ଟ । ଓଲିଉଡର ଚକଲେଟ୍ ହିରୋ ସବ୍ୟସାଚୀଙ୍କ ବିପକ୍ଷରେ ଅଛନ୍ତି ଦୁଇ ଦୁଇ ଜଣ ଅଭିନେତ୍ରୀ ବର୍ଷା ଏବଂ ଅର୍ଚ୍ଚିତା । ଫିଲ୍ମରେ ରୋମାନ୍ସ ସାଙ୍ଗକୁ କମେଡିର ତଡକା ଲଗାଇବେ ବଲିଉଡ୍ ବ୍ୟାଡବୟ ଶକ୍ତି କପୁର୍।
ପୂଜା ବଜାରକୁ ରଙ୍ଗୀନ୍ କରିବ ଫିଲ୍ମ ‘ଛାତି ତଳେ ଡିଂ ଡଙ୍ଗ୍’
/kanak/media/post_attachments/wp-content/uploads/2016/10/vlcsnap-2016-10-09-09h45m14s658.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)