Browsing Category

ଦେଶ ବିଦେଶ

ବ୍ୟାଡମିଣ୍ଟନରେ ଦେଶ ପାଇଁ ଗୌରବ ଆଣୁଥିଲେ । ଏବେ ୟୁପିଏସସିରେ ବି ବିଜୟିନୀ ହେଲେ ।

କନକ ବ୍ୟୁରୋ: ଉତ୍ତରାଖଣ୍ଡର ପୂର୍ବ ଡିଜିପି ଅଶୋକ କୁମାରଙ୍କ ଝିଅ କୁହୁ ଗର୍ଗ ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା (ୟୁପିଏସସି)ରେ ସଫଳତା ହାସଲ କରିଛନ୍ତି । ୧୭୮ ରାଙ୍କ ପାଇଛନ୍ତି କୁହୁ । ବ୍ୟାଡମିଣ୍ଟନ ଖେଳି ଦେଶ ପାଇଁ ଗୌରବ ଆଣିଥିବା କୁହୁ ୟୁପିଏସସିରେ ମଧ୍ୟ ବିଜୟର ଧ୍ୱଜା…
Read More...

ମରୁଭୂମିରେ ବର୍ଷାର ତାଣ୍ଡବ । ଜଳ ବନ୍ଦୀ ଦୁବାଇ ସହର । ରାସ୍ତାରେ ଭାସୁଛି ଦାମୀ ଗାଡି । ସରକାରୀ କର୍ମଚାରୀ କରୁଛନ୍ତି…

କନକ ବ୍ୟୁରୋ: ଦୁବାଇ ରାଜରାସ୍ତାରେ ପାଣିର ଲହଡ଼ି । ବୁଡ଼ିଲା କାର । ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇର ଏହି ସହର କଥା ଆସିଲେ ମରୁଭୂମିର କଥା ଆସିଯାଏ । ହେଲେ ଏଠାରେ ବି ଦେଖାଦେଇଛି ବନ୍ୟା ପରିସ୍ଥିିତି । ଦୁବାଇର ବିଭିନ୍ନ ଜାଗାରେ ପାଣି ଜମି ରହିବା ଫଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି ।…
Read More...

ଶ୍ରୀରାମ ନବମୀ ପାଇଁ ସବୁଠି ଉତ୍ସାହ , ଅଯୋଧ୍ୟାରେ ସରଯୁ ନଦୀ କୂଳରେ କରାଯାଇଛି ପ୍ରଭୁଙ୍କ ଦିବ୍ୟ ଆଳତୀ ।

କନକ ବ୍ୟୁରୋ: ଆଜି ଶ୍ରୀରାମ ନବମୀ । ସଜେଇ ହୋଇଛି ଅଯୋଧ୍ୟା ନଗରୀ । ସବୁଠି ରାମମୟ ପରିବେଶ । ପ୍ରାଣ ପ୍ରତିଷ୍ଠା ପରେ ଆଜି ଅଯୋଧ୍ୟାରେ ପ୍ରଥମ ରାମ ନବମୀ ପାଳିତ ହେଉଛି ।ଭୋର ସମୟରେ ସରଯୁ ନଦୀ ଘାଟରେ ସ୍ୱତନ୍ତ୍ର ଆଳତୀ ଦେଖିବାକୁ ମିଳିଛି । ବ୍ରାହ୍ମ ମୂହୂର୍ତ୍ତ ସମୟରେ ଏହି ଆରତି ଆରମ୍ଭ…
Read More...

ଉତ୍ସବମୁଖର ଅଯୋଧ୍ୟା ନଗରୀ । ଶ୍ରୀରାମଲାଲାଙ୍କ ସୂର୍ଯ୍ୟତିଳକ ଦର୍ଶନ ପାଇଁ ଆସିବେ ୨୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ । ୯୦…

କନକ ବ୍ୟୁରୋ: ଆଜି ଶ୍ରୀରାମ ନବମୀ । ସବୁଠି ଉତ୍ସବର ପରିବେଶ । ପ୍ରାଣ ପ୍ରତିଷ୍ଠା ପରେ ଆଜି ଅଯୋଧ୍ୟାରେ ପ୍ରଥମ ରାମ ନବମୀ ପାଳିତ ହେଉଛି । ଏଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଲାଣି । ସାରା ଦେଶରୁ ୨୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବେ ବୋଲି ଆକଳନ…
Read More...

ନିର୍ବାଚନ ପୂର୍ବରୁ ଛତିଶଗଡରେ ବଡ ଧରଣର ମାଓ ଅପରେସନ । କାଙ୍କେର ଜିଲ୍ଲା ଅପାଟୋଲା ଜଙ୍ଗଲରେ ୨୯ ନକ୍ସଲ ନିପାତ ।

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ଛତଶଗଡରେ ବଡ ଧରଣର ମାଓ ଅପରେସନ୍ । କାଙ୍କେର ଜିଲ୍ଲା ଅପାଟୋଲା ଜଙ୍ଗଲରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ନିହତ ହୋଇଛନ୍ତି ୨୯ ଜଣ ନକ୍ସଲ । ଗୁଳି ବିନିମୟରେ ୩ଜଣ ଯବାନ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି । ତେବେ ମାଓ କ୍ୟାମ୍ପରୁ ବିପୁଳ…
Read More...

ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ବିଶିଷ୍ଟ ଶିଳ୍ପପତି ଅନନ୍ତ ଅମ୍ବାନୀ । ଦାନ କଲେ ୨ କୋଟି ୫୧ ଲକ୍ଷ ଟଙ୍କା…

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ । ଭୁବନେଶ୍ୱର ବିମାନବନ୍ଦରରୁ ଜେଡ୍ ପ୍ଲସ ସୁରକ୍ଷା ବଳୟରେ ପୁରୀରେ ପହଞ୍ଚି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ଅନନ୍ତ ଅମ୍ବାନୀ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ…
Read More...

ବନ୍ୟାପାଣିରେ ବୁଡିଲା ଦୁବାଇ ସହର,ଭାସୁଛି ଯାନବାହନ ରାସ୍ତାରେ ଲହଡି ଭାଙ୍ଗୁଛି ବନ୍ୟା ପାଣି ।

କନକ ବ୍ୟୁରୋ: ଦୁବାଇ ରାଜରାସ୍ତାରେ ପାଣି । ଏଭଳି କଥା ସମସ୍ତଙ୍କୁ ଚକିତ କରିଛି । କାର ବୁଡିବା ସହ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ଦିନରେ ହାରାହାରି ୧୨୦ ମିଲିମିଟର ବର୍ଷା ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଠାରେ ଗୋଟିଏ ବର୍ଷରେ ହାରାହାରି ୧୨୦ ମିଲିମିଟର ବର୍ଷା…
Read More...

ଆଜି ରାମନବମୀ: ଅଯୋଧ୍ୟାରେ ଶ୍ରୀ ରାମଲଲାଙ୍କ ହେବ ସୂର୍ଯ୍ୟତିଳକ । ରାମଙ୍କ ମସ୍ତକରେ ୪ ମିନିଟ ଯାଏଁ ପଡିବ ସୂର୍ଯ୍ୟକିରଣ…

କନକ ବ୍ୟୁରୋ: ଆଜି ପବିତ୍ର ରାମନବମୀ । ଆଉ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିରରେ ଏହି ରାମନବମୀ ଏଥର ଖାସ ହେବାକୁ ଯାଉଛି । ରାମଙ୍କ ନଗରୀରେ ସୂର୍ଯ୍ୟତିଳକ ବେଳେ ଦେଖିବାକୁ ମିଳିବ ଅଭୁତ ଦୃଶ୍ୟ । ରାମଲାଲାଙ୍କ ମସ୍ତକରେ ୪ ମିନିଟ ଯାଏଁ ପଡିବ ସୂର୍ଯ୍ୟଙ୍କ କିରଣ । ବିଜ୍ଞାନର ଫର୍ମୁଲା ଅନୁସାରେ…
Read More...

ସୂର୍ଯ୍ୟେବାଲାଙ୍କ ଉପରେ ନିର୍ବାଚନ ଆୟୋଗଙ୍କ ବଡ ଆକ୍ସନ । କଂଗ୍ରେସ ନେତାଙ୍କ ଉପରେ ଲାଗିଲା ୪୮ ଘଣ୍ଟା ପାଇଁ ବ୍ୟାନ୍ ।…

କନକ ବ୍ୟୁରୋ: ନିର୍ବାଚନ ଆୟୋଗଙ୍କ ବଡ ଆକ୍ସନ । ୪୮ ଘଣ୍ଟା ପାଇଁ ବ୍ୟାନ୍ ହେଲେ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେବାଲା । ସାଂସଦ ହେମାମାଳିନୀଙ୍କୁ ନେଇ ସେ ଦେଇଥିବା ଅଭଦ୍ର ଟିପ୍ପଣୀ ଉପେର ନିର୍ବାଚନ ଆୟୋଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଗାମୀ ୪୮ ଘଣ୍ଟା ପାଇ ସୂର୍ଯ୍ୟେବାଲା…
Read More...

ବଦଳିବ କି ଆରସିବିର ମାଲିକାନା? ୭ ମ୍ୟାଚରୁ ୬ ପରାଜୟ ପରେ ଖେଳାଳି ଚୟନକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ଚଳିତ ଆଇପିଏଲରେ ୭ ମ୍ୟାଚରୁ ୬ ଟି ପରାଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରର ମାଲିକାନାକୁ ନେଇ ପ୍ରଶ୍ନ ଉଠିଛି । ସୋମବାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସନସାଇଜର ହାଇଦ୍ରାବାଦ ବେଙ୍ଗାଳୁର ବିପକ୍ଷରେ ୨୭୮ ରନ କରିବା ପରେ ଦଳର ବୋଲିଂକୁ ନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି…
Read More...