Browsing Category

ଦେଶ ବିଦେଶ

ଧମାକାଦାର ଅଫର: ସ୍କୁଟର ଦାମରେ ମିଳୁଛି ମାରୁତି ଏବଂ ସେଣ୍ଟ୍ରୋ କାର, ଦେବାକୁ ବି ପଡିବନି ଋଣ, ଜାଣନ୍ତୁ କେଉଁଠି ଓ…

ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଗୋଟିଏ ସ୍ୱପ୍ନ ରହିଛି କି, ତାଙ୍କ ପାଖରେ ବି ଗୋଟିଏ ଛୋଟିଆ ଘର ଆଉ ଘର ବାହାରେ ନିଜର ଖଣ୍ଡିଏ କାର ଠିଆ ହୋଇଥିବ । କିନ୍ତୁ ଏହି ମହଙ୍ଗା ଯୁଗରେ ଲୋକେ ଘର ଖଣ୍ଡିଏ ତ ବହୁତ ମୁସ୍କିଲରେ କିଣି ପକାନ୍ତି ହେଲେ କାର କିଣିବାକୁ ଆଉ ସାହସ କରିପାରନ୍ତି ନାହିଁ ।…
Read More...

ଟେଲିକମ କମ୍ପାନୀଙ୍କୁ ସରକାରଙ୍କ ଆଦେଶ ! ମୋବାଇଲ କନେକ୍ସନ ପାଇଁ ବନ୍ଦ କରିବେ ଆଧାର କେୱାଇସି । 

ମୋବାଇଲ ସହିତ ଆଧାର ଯୋଡିବା ପାଇଁ ସରକାର ମମ୍ପୁର୍ଣ୍ଣ ଭାବେ ବନ୍ଦ କରିବାରକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସରକାରଙ୍କ ତରଫରୁ ଗତ ଶୁକ୍ରବାର ଦିନ ମୋବାଇଲ ନମ୍ବର ସହ ଆଧାରକୁ ନଯୋଡିବା ପାଇଁ  ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏହି ନିୟମକୁ କଡାକଡି ଭାବେ ପାଳନ…
Read More...

ଜିଓ ମାଲିକଙ୍କ ବଡ ଘୋଷଣା ! କମ୍ ମୂଲ୍ୟରେ ମୋବାଇଲ ଡାଟା ଓ ଇଂଟରନେଟ୍ ସେବା ଜାରି ରଖିବ ରିଲାଏନ୍ସ ଜିଓ

ଭାରତୀୟ ମୋବାଇଲ କଂଗ୍ରେସରେ ରିଲାଏନ୍ସ ଜିଓର ମୁଖ୍ୟ ମୁକେଶ ଅମ୍ବାନିଙ୍କ ଘୋଷଣା କମ୍ ମୂଲ୍ୟରେ ମୋବାଇଲ ଡାଟା ଓ ଇଂଟରନେଟ୍ ସେବା ଯୋଗାଇବା ଜାରି ରଖିବ କମ୍ପାନି । ଯାହା ଅନ୍ୟ ପ୍ରତିପକ୍ଷଙ୍କୁ ଛାନିଆ କରିଛି । ଭାରତୀୟ ଟେଲିକମ୍ ବଜାରରେ ରିଲାଏନ୍ସ ଜିଓର ପ୍ରବେଶ ପରେ ଅନ୍ୟ ଟେଲିକମ୍ କମ୍ପାନି…
Read More...

ଥମୁନି ସିବିଆଇ ଆଲୋକ ବର୍ମାଙ୍କ ବିବାଦ: ନିର୍ଦ୍ଦେଶକ ବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ନାଁରେ ମାମଲା ରୁଜୁ…

କନକ ବ୍ୟୁରୋ: ପିଛା ଛାଡୁନି ବିବାଦ । ନିର୍ଦ୍ଦେଶକ ବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବ ଗୁଇନ୍ଦା ବିଭାଗ । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଗୁଇନ୍ଦା ବ୍ୟୁରୋର କର୍ମକର୍ତାମାନଙ୍କୁ କାବୁ କଲାବେଳେ ସେମାନଙ୍କୁ ମାରଧର…
Read More...

ଅନଙ୍ଗ ଫେରାଇ ଆଣିବେ ଆସ୍ଥା? ଜାଣନ୍ତୁ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାକୁ ନେଇ ଦେଖାଦେଇଥିବା ଅବିଶ୍ୱାସକୁ ଦୂର…

କନକ ବ୍ୟୁରୋ: ସିବିଆଇରେ ଦେଖା ଦେଇଥିବା ସଂକଟରେ ଏବେ ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଗତକାଲି ସିବିଆଇ ମାମଲାର ଶୁଣାଣି କରି ଜଷ୍ଟିସ ଏକେ ପଟ୍ଟନାୟକଙ୍କ ତତ୍ୱାବଧାନରେ ସିଭିସି ମାମଲାର ଯାଂଚ କରିବ…
Read More...

ଜେଲ୍‌ରୁ ପଢ଼ିବେ ପାଠ; ଶଶିକଳା ଓ ଇଲାଭରାସିଙ୍କ ସମେତ ୨୫୭ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ଜେଲ୍‌କୁ ଆସିବେ ଶିକ୍ଷକ

ଏଆଇଡିଏମ୍‌କେ ଦଳର ପୂର୍ବତନ ନେତ୍ରୀ ଭିକେ ଶଶିକଳା ଏବଂ ତାଙ୍କ ଝିଆରୀ ଜେ ଇଲାଭରାସି ଏବେ ଜେଲରେ। ଜେଲ ଦଣ୍ଡ କାଟୁଥିବା ସମୟରେ ଦୁହେଁ ବାଙ୍ଗାଲୋର ୟୁନିଭରିସିଟିର ଦୂରଶିକ୍ଷା ବ୍ୟବସ୍ଥାରେ ପାଠ ପଢ଼ିବା ପାଇଁ ନାମ ପଞ୍ଜିକୃତ କରିଛନ୍ତି।  ଇଲାଭରାସି ପାରୋଲରେ ଯିବାକୁ ଥିବା ବେଳେ ଶଶିକଳାଙ୍କ…
Read More...

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ଟି-୨୦ ଦଳରେ ସ୍ଥାନ ପାଇଲେନି…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ ଘୋଷଣା କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିସିସିଆଇ । ତେବେ ସବୁଠୁ ବଡ କଥା ହେଉଛି ଘୋଷଣା କରାଯାଇଥିବା ଭାରତୀୟ ଟିମରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସ୍ଥାନ…
Read More...

ଘୁସୁରୀ ପାଟିରେ ନବଜାତ ଶିଶୁ ! ହଠାତ୍ ହସ୍ପିଟାଲ ଭିତରକୁ ପସି ଛୁଆକୁ ଟେକି ନେଲା ଘୁଷୁରୀ ।

ନବଜାତ ଶିଶୁକୁ କାମୁଡି ନେଇ ଚାଲିଗଲା ଘୁଷୁରୀ । ଲୋକ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଘୁଷୁରୀକୁ ଅଟକାଇ ପାରିନଥିଲେ । ଡ଼ାକ୍ତରଖାନା ଭିତରୁ ଏକ ଘୁଷୁରୀ ନବଜାତ ଶିଶୁକୁ କାମୁଡ଼ି ନେଇଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ପୂର୍ବରୁ ବିହାରରେ ଥିବା…
Read More...

ମହାକାଶରେ ଭାରତର ମୁକାବିଲା କରିବାକୁ ଅଣ୍ଟା ଭିଡିଲା ପାକିସ୍ତାନ । ଚୀନ ସହାୟତାରେ ୨୦୨୨ ସୁଦ୍ଧା ମାନବଯାନ ପଠାଇବାକୁ…

ମହାକାଶରେ ଭାରତର ମୁକାବିଲା କରିବ ପାକିସ୍ତାନ । ଚୀନ ସହାୟତାରେ ୨୦୨୨ ସୁଦ୍ଧା ମାନବଯାନ ପ୍ରେରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ପାକିସ୍ତାନ । ପାକ୍ ସୂଚନା ମନ୍ତ୍ରୀ ଫୱାଦ୍ ଚୌଧୁରି ଏନେଇ ବିଧିବଦ୍ଧ ଘୋଷଣା କରିଥିବା ବେଳେ ପ୍ରଥମ ମିଶନରୁ ହିଁ ସଫଳ ହେବାର ସ୍ୱପ୍ନ ଦେଖିଛି ପାକିସ୍ତାନ । ଏହି…
Read More...

ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓ ତରଫରୁ ଆକର୍ଷଣୀୟ ଧମାକା ! ଏଣିକି ବ୍ୟାଙ୍କ ଭଳି ଜିଓ ପେମେଣ୍ଟରେ ବି ଲୋକ ଖୋଲି…

ଖୁବ ଶିଘ୍ର ଜିଓ ଟଙ୍କା କାରବାର କ୍ଷେତ୍ରରେ ପାଦ ଦେବାକୁ ଯାଉଛି । ରିଲାଏନ୍ସ ଜିଓ ସହିତ ଗ୍ରାହକମାନେ ଖାତା ଖୋଲି ଟଙ୍କା କାରବାର କରିପାରିବେ । ଅନ୍ୟ ବ୍ୟାଙ୍କ ମାନଙ୍କରେ ଖାତା ଖୋଲିଲେ ଯେଉଁଭଳି ସୁବିଧା ମାନ ମିଳିଥାଏ ଠିକ ସେହି ଭଳି ସୁବିଧା ଜିଓ ସହ ଖାତା ଖୋଲିଲେ ମିଳିବା ସହ ଅନ୍ୟ କେତେକ…
Read More...