Browsing Category

ଦେଶ ବିଦେଶ

ଲ୍ୟାଣ୍ଡର ବିକ୍ରମକୁ ନାସା ପୂର୍ବରୁ ପ୍ରଥମେ ଇସ୍ରୋର ଅର୍ବିଟର କରିଥିଲା ଠାବ । ଦାବି କଲେ ଇସ୍ରୋ ମୁଖ୍ୟ କେ ଶିଭନ ।

କନକ ବ୍ୟୁରୋ : ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର୍‌କୁ ଠାବ କରିଥିବା କଥା ମଙ୍ଗଳବାର ଦିନ ନାସା କହିବା ଓ ଫଟୋ ରିଲିଜ୍‌ କରିବା ପରେ ଇସ୍ରୋ ମୁଖ୍ୟ କେ ଶିବନ ଦାବି କରିଛନ୍ତି ଯେ ଭାରତୀୟ ମହାକାଶ ଏଜେନ୍ସିର ନିଜ ଅର୍ବିଟର୍‌ ଲ୍ୟାଣ୍ଡର୍‌କୁ ଠାବ କରିଥିଲା ଏବଂ ଏ ବିଷୟରେ ୱେବସାଇଟ୍‌ରେ ଘୋଷଣା…
Read More...

ନାଗରିକ ସଂଶୋଧନ ବିଲକୁ ଆଜି ମିଳିପାରେ କ୍ୟାବିନେଟ ମଞ୍ଜୁରୀ ! ଗୁରୁବାର ବିଲକୁ ଲୋକସଭାରେ ଆଗତ କରିପାରନ୍ତି ସରକାର।

ଆସାମ ପରେ ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରି ସାରିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ୱର ୧୩ରେ ଶେଷ ହେଉଛି। ଏହାରି ଭିତରେ ନାଗରିକ ସଂଶୋଧନ ବିଲକୁ କେନ୍ଦ୍ର ସରକାର ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପାରିତ କରିବାକୁ ଯୋଜନା ରଖିଥିବା ସୂଚନା ମିଳିଛି ।…
Read More...

ସୁଦାନ ଚୀନାମାଟି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ୨୩ ମୃତ, ୧୩୦ରୂ ଊର୍ଦ୍ଧ୍ୱ ଆହତ ।

କନକ ବ୍ୟୁରୋ : ମଙ୍ଗଳବାର ଦିନ ସୁଦାନର ରାଜଧାନୀ ଖାର୍‌ତୌମ୍‌ ଠାରେ ଥିବା ଗୋଟାଏ ଚୀନାମାଟି କାରଖାନାରେ (ସେରାମିକ୍‌ ଫ୍ୟାକ୍‌ଟ୍ରି) ଅନ୍‌ଲୋଡ୍‌ କରାଯାଉଥିବା ବେଳେ ଗ୍ୟାସ୍‌ ଟ୍ୟାଙ୍କର୍‌ଟାଏ ବିସ୍ଫୋରିତ ହୋଇ ନିଆଁ ଲାଗିଯିବାରୁ ୨୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୩୦ରୁ ଅଧିକ ବ୍ୟକ୍ତି…
Read More...

ପି.ଚିଦାମ୍ବରମଙ୍କୁ ଜେଲ୍ ନା ବେଲ୍ ? ଆଜି ରାୟ ଶୁଣାଇବେ ସର୍ବୋଚ୍ଚ ନ୍ୟାୟାଳୟ ।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ । ୨୮ ନଭେମ୍ବରରେ ଚିଦାମ୍ବରମଙ୍କ ଦ୍ବାରା ଦାୟର କରାଯାଇଥିବା ଜାମିନ ଆବେଦନ ଉପରେ ଶୁଣାଣି କରି…
Read More...

ଆତଙ୍କୀ ଆକ୍ରମଣ କମିଛି କିନ୍ତୁ ଅନୁପ୍ରବେଶ କମିନି !! ଧାରା ୩୭୦ ଉଚ୍ଛେଦ ପରେ ୮୮ ଥର ହେଲାଣି ଆତଙ୍କବାଦୀ ଆକ୍ରମଣ

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ଅଧିକାର ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ କାଶ୍ମୀରରେ ୮୮ ଆତଙ୍କବାଦୀ ଆକ୍ରମଣ ହୋଇଛି। ତେବେ ପୂର୍ବାପେକ୍ଷା ଆତଙ୍କବାଦୀ ଆକ୍ରମଣ କମିଥିଲେ ମଧ୍ୟ ଅନୁପ୍ରବେଶ ଉଦ୍ୟମ ବୃଦ୍ଧି ପାଇଛି। ୪ ଜଣ ସାଂସଦଙ୍କ ପ୍ରଶ୍ନର ଉତ୍ତର ରଖି…
Read More...

ନାସା ନୁହେଁ ‘ବିକ୍ରମ’ର ଭଗ୍ନାବଶେଷ ଖୋଜିଥିଲେ ଭାରତୀୟ ଇଞ୍ଜିନିୟର । ମାତ୍ର ୨ଟି ଲାପଟପରେ ବିକ୍ରମର ସଠିକ ଅବସ୍ଥିତି…

କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ମିଳିଲା ବିକ୍ରମର ଭଗ୍ନାବଶେଷ । ନାସାର ଲୁନାର ଅରବିଟର କ୍ୟାମେରା ବିକ୍ରମର ଏହି ଭଗ୍ନାବଶେଷକୁ ଠାବ କରିଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ଟ୍ୱିଟ୍ କରି ଏହି ସୂଚନା ଦେଇଛି । ନାସା ପକ୍ଷରୁ କୁହାଯାଇଛି, ଲ୍ୟାଣ୍ଡର ବିକ୍ରମ ଠାବ ହୋଇଯାଇଛି । ଚନ୍ଦ୍ରର…
Read More...

ଭାରତରେ ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ୍ । ୧ ଲକ୍ଷ ୧୦ ହଜାର ଦର୍ଶକ ବସିବାର ରହିଛି କ୍ଷମତା, ସ୍ୱତନ୍ତ୍ର…

କନକ ବ୍ୟୁରୋ : ଭାରତରେ ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଷ୍ଟାଡିୟମ୍ । ଗୁଜୁରାଟ ଅହମ୍ମଦାବାଦରେ ଚାଲିଛି ସବୁଠୁ ବଡ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ । ଏହି ଷ୍ଟାଡିୟମ୍ ୬୩ ଏକର ଜାଗାରେ ତିଆରି ଚାଲିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଷ୍ଟାଡିୟମର ବ୍ୟୟ ଅଟକଳ ୭୦୦ କୋଟି…
Read More...

ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ବଡ ଯୋଜନା ! ଏଣିକି ଜେନେରାଲ ବଗିରେ ମିଳିବ ରିଜର୍ଭେସନ୍ ଟିକେଟ୍, ଜାଣନ୍ତୁ ବୁକିଂ…

କନକ ବ୍ୟୁରୋ : ଯାତ୍ରୀମାନଙ୍କ ସୁବିଧା ପାଇଁ ବଡ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ଏଣିକି ସାଧାରଣ ବଗିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ମଧ୍ୟ କନଫର୍ମ ଟିକେଟ୍ ମିଳିବ । ସାଧାରଣତଃ ରେଲୱେ ଷ୍ଟେସନରେ ସିଟ୍ ପାଇଁ କିଭଳି ସ୍ଥିତି ସୃଷ୍ଟି ହୋଇଥାଏ, ତାହା ତ ଆପଣ କେବେ ନା କେବେ ଅନୁଭବ…
Read More...

ମଧ୍ୟାହ୍ନଭୋଜନରେ ମିଳିଲା ମଲା ମୂଷା । ମଧ୍ୟାହ୍ନଭୋଜନ ଖାଇ ହସ୍ପିଟାଲରେ ଭର୍ତ୍ତି ହେଲେ ୯ ଛାତ୍ରଛାତ୍ରୀ ।

ମଧ୍ୟାହ୍ନଭୋଜନର ବିକଳ ଚିତ୍ର । ସାରା ଦେଶରେ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନଭୋଜନରେ କିଭଳି ଖାଦ୍ୟ ଦିଆଯାଉଛି ତାହାର ଗୋଟିଏ ପରେ ଗୋଟିଏ ନଗ୍ନ ଚିତ୍ର ସାମ୍ନାକୁ ଆସୁଛି । କେଉଁଠି ମଧ୍ୟାହ୍ନଭୋଜନରେ ରୁଟି ଓ ଲୁଣ ତ ପୁଣି କେଉଁଠି ଗୋଟିଏ ବାଲଟି ପାଣିରେ ଗୋଟିଏ ଲିଟର କ୍ଷୀର ମିଶାଇ…
Read More...

ଗୁଜୁରାଟରେ ପ୍ରସ୍ତୁତ ହେବାକୁ ଯାଉଛି ଦୁନିଆର ସର୍ବବୃହତ କ୍ରିକେଟ ଷ୍ଟାଡିୟମ । ୬୩ ଏକର ଜମିରେ ପ୍ରସ୍ତୁତ ହେଉଛି…

ଗୁଜୁରାଟର ଅହମ୍ମଦାବାଦରେ ବିଶ୍ୱର ସର୍ବବୃହତ ସର୍ଦ୍ଦାର୍ ପଟ୍ଟେଲ କ୍ରିକେଟ ଷ୍ଟାଡିୟମ ପୂରାପୁରି ଭାବେ ସଂମ୍ପୁର୍ଣ୍ଣ ହେବାକୁ ଆସିଲାଣି । ୬୩ ଏକର ଜମିରେ ଏହି ଷ୍ଟାଡିୟମକୁ ପ୍ରତିଷ୍ଠା କରାଯାଇଥିବା ସୂଚନା ମିଳୁଛି । ଏହି ଷ୍ଟାଡିୟମ ପ୍ରସ୍ତୁତ ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା…
Read More...