Advertisment

ସ୍ପେଶାଲ୍ ରିପୋର୍ଟ

ଦାଉଦ ଇବ୍ରାହିମକୁ ନେଇ ପାକିସ୍ତାନର ଦୋମୁହାଁ ନୀତି । ପ୍ରଥମେ ଦାଉଦ ଇବ୍ରାହିମ ପାକିସ୍ତାନରେ ଥିବା କହିଲା, ପୁଣି ନିଜ ଦାବିରୁ ଓହରିଗଲା ସଇତାନ ପାକିସ୍ତାନ । post image

ଦାଉଦ ଇବ୍ରାହିମକୁ ନେଇ ପାକିସ୍ତାନର ଦୋମୁହାଁ ନୀତି । ପ୍ରଥମେ ଦାଉଦ ଇବ୍ରାହିମ ପାକିସ୍ତାନରେ ଥିବା କହିଲା, ପୁଣି ନିଜ ଦାବିରୁ ଓହରିଗଲା ସଇତାନ ପାକିସ୍ତାନ ।

ବାବୁ ! ଫଳ ନିଅନ୍ତୁ... ଫଳ ନେଲେ ମୋ ବାପାଙ୍କ ପାଇଁ ଔଷଧ କିଣିବି... କ୍ୟାନ୍ସର ପିଡୀତ ବାପାଙ୍କ ଚିକିତ୍ସା ପାଇଁ ପାଠ ଛାଡି ଫଳ ବିକୁଛି କୁନି ହାତ । ପରିବାର ପେଟରେ ଦାନା ଦେବାକୁ ବିଶ୍ୱଜିତ ବୋହୁଛି ପରିବାର ବୋଝ । ସରକାର ! ବିଶ୍ୱଜିତ କଣ ବସ୍ତାନୀ ଧରି ପାରିବନି...? ତା ପାଇଁ କଣ ବ୍ୟବସ୍ଥା ନାହିଁ...?? post image

ବାବୁ ! ଫଳ ନିଅନ୍ତୁ... ଫଳ ନେଲେ ମୋ ବାପାଙ୍କ ପାଇଁ ଔଷଧ କିଣିବି... କ୍ୟାନ୍ସର ପିଡୀତ ବାପାଙ୍କ ଚିକିତ୍ସା ପାଇଁ ପାଠ ଛାଡି ଫଳ ବିକୁଛି କୁନି ହାତ । ପରିବାର ପେଟରେ ଦାନା ଦେବାକୁ ବିଶ୍ୱଜିତ ବୋହୁଛି ପରିବାର ବୋଝ । ସରକାର ! ବିଶ୍ୱଜିତ କଣ ବସ୍ତାନୀ ଧରି ପାରିବନି...? ତା ପାଇଁ କଣ ବ୍ୟବସ୍ଥା ନାହିଁ...??

ରେ ମଣିଷ ତୁ କ’ଣ ଏତେ ନିର୍ଦ୍ଧୟ ! କ’ଣ ମଣିଷ ମନରୁ ମରିଗଲାଣି କି ମାନବିକତା ? କେରଳରେ ପୁଣି ପଶୁ ପ୍ରତି ବର୍ବରତା । ପ୍ରଥମେ ହାତୀ ଏବେ ମଇଁଷି , ମଣିଷ ଖାଇଲା ଗର୍ଭବତୀ ମଇଁଷି ମାଉଁସ , ୬ ସଇତାନକୁ ଗିରଫ କଲା ପୁଲିସ୍ post image

ରେ ମଣିଷ ତୁ କ’ଣ ଏତେ ନିର୍ଦ୍ଧୟ ! କ’ଣ ମଣିଷ ମନରୁ ମରିଗଲାଣି କି ମାନବିକତା ? କେରଳରେ ପୁଣି ପଶୁ ପ୍ରତି ବର୍ବରତା । ପ୍ରଥମେ ହାତୀ ଏବେ ମଇଁଷି , ମଣିଷ ଖାଇଲା ଗର୍ଭବତୀ ମଇଁଷି ମାଉଁସ , ୬ ସଇତାନକୁ ଗିରଫ କଲା ପୁଲିସ୍

ଆଦିବାସୀ ମହିଳାଙ୍କୁ ମଶାଣୀ ମନା, ତଥାପି ମହାମାରୀ ବେଳେ ଶ୍ମଶାନ ଗଲା ସ୍ତ୍ରୀ । ସଂକ୍ରମଣ ସନ୍ଦେହରେ ସାହିଭାଇ ନଛୁଇଁବା ପରେ ଏକାଏକା ସ୍ୱାମୀର ଶବ କାନେ୍ଧଇଲେ, ମୁଖାଗ୍ନୀ ଦେଲେ ମହିଳା । ମାଥିଲି ମଥାରେ ଲେଖା ହେଲା କରୋନାର କରୁଣ କାହାଣୀ... post image

ଆଦିବାସୀ ମହିଳାଙ୍କୁ ମଶାଣୀ ମନା, ତଥାପି ମହାମାରୀ ବେଳେ ଶ୍ମଶାନ ଗଲା ସ୍ତ୍ରୀ । ସଂକ୍ରମଣ ସନ୍ଦେହରେ ସାହିଭାଇ ନଛୁଇଁବା ପରେ ଏକାଏକା ସ୍ୱାମୀର ଶବ କାନେ୍ଧଇଲେ, ମୁଖାଗ୍ନୀ ଦେଲେ ମହିଳା । ମାଥିଲି ମଥାରେ ଲେଖା ହେଲା କରୋନାର କରୁଣ କାହାଣୀ...

ଶ୍ରମିକ ପରିବାରକୁ ଶ୍ରୀକୃଷ୍ଣଙ୍କ ପରିବାରର ସ୍ୱାଦ ଚଖାଇଲେ ଚିତ୍ରକର : କାହ୍ନୁର ରଙ୍ଗରେ ରଙ୍ଗେଇ ହେଲେ ଗରିବ ପରିବାର , ଚିତ୍ରକରଙ୍କ ଅଦ୍ଭୁତ କଳାକୁ ବାଃ ବାଃ କଲା ସୋସିଆଲ୍ ମିଡ଼ିଆ  post image

ଶ୍ରମିକ ପରିବାରକୁ ଶ୍ରୀକୃଷ୍ଣଙ୍କ ପରିବାରର ସ୍ୱାଦ ଚଖାଇଲେ ଚିତ୍ରକର : କାହ୍ନୁର ରଙ୍ଗରେ ରଙ୍ଗେଇ ହେଲେ ଗରିବ ପରିବାର , ଚିତ୍ରକରଙ୍କ ଅଦ୍ଭୁତ କଳାକୁ ବାଃ ବାଃ କଲା ସୋସିଆଲ୍ ମିଡ଼ିଆ 

ଅକ୍ଷମ ହୋଇ ବି ପୁଅ ସଫଳତାର ଶିଢି ଚଢିବା ପରେ ଭାବବିହ୍ୱଳ ହୋଇଗଲା ମାଆ । ପ୍ଲାଷ୍ଟିକ ହାତରେ ଜୀବନ ପରୀକ୍ଷା ଜିତୁଥିବାରୁ ମାଆ କହିଲା, ମୋ ପୁଅ ମୋ ପାଇଁ ଚଳନ୍ତି ଜଗନ୍ନାଥ... post image

ଅକ୍ଷମ ହୋଇ ବି ପୁଅ ସଫଳତାର ଶିଢି ଚଢିବା ପରେ ଭାବବିହ୍ୱଳ ହୋଇଗଲା ମାଆ । ପ୍ଲାଷ୍ଟିକ ହାତରେ ଜୀବନ ପରୀକ୍ଷା ଜିତୁଥିବାରୁ ମାଆ କହିଲା, ମୋ ପୁଅ ମୋ ପାଇଁ ଚଳନ୍ତି ଜଗନ୍ନାଥ...

ବିଧାତା ରଚିଲା ବର୍ଷା ବିପଦ: ଭାଙ୍ଗିଦେଲା ଘର, ଭସାଇନେଲା ଆଦିବାସୀ ଝିଅର ଭବିଷ୍ୟତ । ରକ୍ତର ନହୋଇ ହାତ ବଢ଼ାଇଲେ ହୃଦୟର ହିରୋ ସୋନୁ ସୁଦ୍ । କହିଲେ, ଭଉଣୀ ମୁଁ ଅଛି, ନୂଆ ଘର ତୋଳିଦେବି, ପାଠ ପଢ଼ାଇବି... post image

ବିଧାତା ରଚିଲା ବର୍ଷା ବିପଦ: ଭାଙ୍ଗିଦେଲା ଘର, ଭସାଇନେଲା ଆଦିବାସୀ ଝିଅର ଭବିଷ୍ୟତ । ରକ୍ତର ନହୋଇ ହାତ ବଢ଼ାଇଲେ ହୃଦୟର ହିରୋ ସୋନୁ ସୁଦ୍ । କହିଲେ, ଭଉଣୀ ମୁଁ ଅଛି, ନୂଆ ଘର ତୋଳିଦେବି, ପାଠ ପଢ଼ାଇବି...

୮୦ ହଜାର ଟଙ୍କା ଥିଲେ କିଣିପାରିବେ କାର, ବଜାରକୁ ଆସିଲା ସବୁଠାରୁ ଶସ୍ତା କାର୍ ! post image

୮୦ ହଜାର ଟଙ୍କା ଥିଲେ କିଣିପାରିବେ କାର, ବଜାରକୁ ଆସିଲା ସବୁଠାରୁ ଶସ୍ତା କାର୍ !

ଏକଛତ୍ରବାଦୀ ରାଷ୍ଟ୍ରପତି କିମ୍ ଜୋଙ୍ଗ୍ ଆଣିଲେ ଅଜବ ନିର୍ଦ୍ଦେଶ : ଘରେ କୁକୁର ପାଳିପାରିବେନି ଲୋକ , କୁକୁର ପୋଷିଲେ ସରକାର ଦେଖାଇବେ ଥାନାର ଦୁଆର post image

ଏକଛତ୍ରବାଦୀ ରାଷ୍ଟ୍ରପତି କିମ୍ ଜୋଙ୍ଗ୍ ଆଣିଲେ ଅଜବ ନିର୍ଦ୍ଦେଶ : ଘରେ କୁକୁର ପାଳିପାରିବେନି ଲୋକ , କୁକୁର ପୋଷିଲେ ସରକାର ଦେଖାଇବେ ଥାନାର ଦୁଆର

ଦଶମ ପରୀକ୍ଷା ଦେବ ପୁଅ, ହେଲେ ଶ୍ରମିକ ବାପା ବୋଲି ପାଖରେ ନଥିଲା ଟଙ୍କା । ଦାରିଦ୍ର୍ୟତା ସାମ୍ନାରେ ହାର୍ ମାନିଲେନି, ସାଇକେଲରେ ୧୦୫ କିଲୋମିଟର ଚଳାଇ ପୁଅକୁ ପରୀକ୍ଷା ସେଣ୍ଟରରେ ପହଁଚାଇଲେ । ସ୍ୱପ୍ନ ବୁଣିବାକୁ ସାହସ ଦେଲେ... post image

ଦଶମ ପରୀକ୍ଷା ଦେବ ପୁଅ, ହେଲେ ଶ୍ରମିକ ବାପା ବୋଲି ପାଖରେ ନଥିଲା ଟଙ୍କା । ଦାରିଦ୍ର୍ୟତା ସାମ୍ନାରେ ହାର୍ ମାନିଲେନି, ସାଇକେଲରେ ୧୦୫ କିଲୋମିଟର ଚଳାଇ ପୁଅକୁ ପରୀକ୍ଷା ସେଣ୍ଟରରେ ପହଁଚାଇଲେ । ସ୍ୱପ୍ନ ବୁଣିବାକୁ ସାହସ ଦେଲେ...

ସବସ୍କ୍ରାଇବ କରନ୍ତୁ