Browsing Category

ସ୍ପେଶାଲ୍ ରିପୋର୍ଟ

ଅନିଚ୍ଛା ସତ୍ୱେ ଏକାଧିକ ଥର ବିବାହ କରୁଛନ୍ତି ମହିଳା ! ଜାଣନ୍ତୁ ଏପରି ଏକ ଦେଶର ରହସ୍ୟ

ବିଗତ ପାଞ୍ଚ ବର୍ଷ ଧରି ଆତଙ୍କବାଦ ସହ ଲଢୁଛି ଦେଶ ସୀରିୟା । ଏଠାରେ ହିଂସାର ମାତ୍ରା ଏତେ ବଢି ଯାଇଛି ଯେ ଦେଶ ତଳିତଳାନ୍ତ ହେବା ଅବସ୍ଥାରେ । ଦେଶର ଲକ୍ଷ ଲକ୍ଷ ଲୋକ ହିଂସାକାଣ୍ଡର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି । କିଛି ଲୋକ ଗୁଳିମାଡରେ ତ ଆଉ କିଛି ଭୋକ ବିକଳରେ ମୃତ୍ୟୁ ମୁଖରେ…
Read More...

ମଣିଷ ଚମଡାରେ ତିଆରି ପୋଷାକ ! ଯାହାକୁ ଦେଖିଲେ ଆପଣଙ୍କ ଆଖି ମଧ୍ୟ ଧୋକ୍କା ଖାଇଯିବ

ସାଧାରଣତଃ ସବୁବେଳେ ଫ୍ୟାସନରେ ରହିବାକୁ ଲୋକେ ବିଭିନ୍ନ ତରିକା ଆପଣେଇ ଥାନ୍ତି । ଏଥିପାଇଁ ଲୋକେ ଅଜବ ଢଙ୍ଗର ପୋଷାକ ପିନ୍ଧିବାଠାରୁ ଆରମ୍ଭ କରି ନିଆରା ମେକ୍ ଅପ କରି ମଧ୍ୟ ନିଜକୁ ଅନ୍ୟମାନଙ୍କଠାରୁ କିଛି ଅଲଗା ଏବଂ ସ୍ୱତନ୍ତ୍ର ବନିବାକୁ ଚେଷ୍ଟା କରିଥାନ୍ତି । ତେବେ କିଛି ଦିନ ହେଲା ବଜାରରେ…
Read More...

ପରିବାର ଲୋକଙ୍କ ନିଷ୍ଠୁରତା ! ୪୨ ବର୍ଷୀୟ ମହିଳାଙ୍କୁ ୧୦ ବର୍ଷ ହେଲା ଛାଡି ଦେଇଥିଲେ ଜଙ୍ଗଲରେ

ସାଧାରଣତଃ ନିଜ ପରିବାର ପାଇଁ ମଣିଷ କଣ ବା କରି ନପାରେ ମାତ୍ର ନିକଟରେ ଚୀନରେ ଏକ ପରିବାରର ଏଭଳି କିଛି ହୃଦୟବିଦାରକ ଘଟଣା ସାମନାକୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବା ସହ ରୁମମୂଳ ଟାଙ୍କୁରି ଉଠିବ । କାରଣ କାହାଣୀଟି ହେଉଛି ଜଣେ ୪୨ ବର୍ଷୀୟ ମହିଳାଙ୍କ । ଯାହାଙ୍କୁ…
Read More...

ଚର୍ଚ୍ଚାରେ ବାହାଘର ! ଗଭୀର ସମୁଦ୍ର ଭିତରେ ବର-କନ୍ୟା ସାଜିଲେ ଜୀବନସାଥୀ

ସମସ୍ତଙ୍କ ଜୀବନରେ ବିବାହ ଏକ ଅପୂର୍ବ ମୁହୂର୍ତ୍ତ ପାଲଟିଥାଏ । ଏହି ପର୍ବ ଜୀବନ ପୃଥିବୀରେ ଥରୁଟିଏ ଆସିଥାଏ । ଏଣୁ ସମସ୍ତେ ନିଜର ବାହାଘରକୁ ଏକ ସ୍ମୃତିମୟ କରିବାକୁ ଚାହିଁଥାନ୍ତି । ଆଉ ଏଥିପାଇଁ ଦେଖିଥାନ୍ତି ଅନେକ ସ୍ୱପ୍ନ । ଏବେ ଚର୍ଚ୍ଚାରେ ଏମିତି ଏକ ଅଭିନବ ବାହାଘର । ନିକଟରେ ଏକ…
Read More...

ମୋଦିଙ୍କ ମାର୍କ୍ସ ଫର୍ମୁଲା ! ମନ୍ କି ବାତରେ ମୋଦି ଦେଲେ ଏକଜାମ୍ ଟିପ୍ସ

କନକ ବ୍ୟୁରୋ: ଚାପମୁକ୍ତ ହୋଇ କେମିତି ଦେବେ ମାଟ୍ରିକ ଓ ପ୍ଲସ ଟୁ ପରୀକ୍ଷା । ଆଜି ମନ୍ କି ବାତ୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି ପରୀକ୍ଷାର୍ଥୀଙ୍କୁ ଟିପ୍ସ । ଆଉ କହିଛନ୍ତି ପରୀକ୍ଷା ଏକ ଉତ୍ସବ । କେବଳ ସେତିକି ନୁହେଁ ନିଜ ସ୍ୱପ୍ନକୁ ପିଲାଙ୍କ ଆଖିରେ ନଦେଖିବାକୁ ଅଭିଭାବକମାନଙ୍କୁ…
Read More...

ଏମିତି ଏକ ଜେଲ,ଏ’ଠି ଟଙ୍କା ଦେଇ କଏଦୀ ବନନ୍ତି ଲୋକେ !

ସାଧାରଣତଃ ଆମର ସମାଜରେ ଅପରାଧୀଙ୍କୁ ସେମାନଙ୍କର ଦଣ୍ଡ ସ୍ୱରୂପ ଜେଲରେ ରଖାଯାଏ । ନିର୍ଦ୍ଦିଷ୍ଟ ମାସ କି ବର୍ଷ ପାଇଁ ସେମାନେ ଜେଲର କାଳ କୋଠରୀରେ ରହିଥାନ୍ତି । ଏଣୁ ଜେଲ ଯିବା ଭୟ ସମସ୍ତଙ୍କର ଥାଏ । ଏଠି ବାହାର ଦୁନିଆ ସହ ସଂପର୍କ ନଥାଏ କଏଦୀର । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି…
Read More...

ସାବଧାନ! ସ୍ମାର୍ଟଫୋନ ବ୍ୟବହାର କରୁଥିଲେ ଦୃଷ୍ଟିଶକ୍ତି କମିପାରେ, କେମିତି ଜାଣନ୍ତୁ

ଏବେ ସ୍ମାର୍ଟଫୋନର ଯୁଗ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଛୋଟ ଠାରୁ ବଡ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ । ସ୍ମାର୍ଟଫୋନ ବିନା ଜୀବନ ଯେମିତି ଅଧୁରା ଅଧୁରା । ଏହା ଏବେ ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଲଟି ଯାଇଛି । ହେଲେ କଥାରେ ଅଛି ଟଙ୍କାର ଦୁଇ ପାଶ୍ୱର୍ ଭଳି ପ୍ରତି ଜିନିଷର…
Read More...

ବାସ୍ତବ ଜୀବନରେ ବାମ୍ପାୟର ! ମଣିଷଙ୍କ ରକ୍ତ ପିଇ ବଂଚୁଥିବା ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା

ଆପଣ ଜାଣିଛନ୍ତି ଦୁନିଆରେ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ କି ସାଧାରଣତଃ ମଣିଷ ରକ୍ତ ପିଇବାକୁ ପସନ୍ଦ କରନ୍ତି । ଏହି ପ୍ରବୃତ୍ତିର ଲୋକଙ୍କୁ ସାଧାରଣତଃ ବାମ୍ପାୟର ବୋଲି କୁହାଯାଇଥାଏ । ଏମାନେ ମଣିଷ ରକ୍ତ ପିଇ ବଂଚିଥାନ୍ତି । ଅଧିକାଂଶ ସମୟରେ ଏଭଳି ଚରିତ୍ର ତଥା ବିଷୟ ବସ୍ତୁ ଉପରେ…
Read More...

ଆପଣଙ୍କ ଫୋନରେ ଏହି ଆପ୍ ଅଛି କି ? ତୁରନ୍ତ ହଟାନ୍ତୁ , ଅସୁବିଧାରେ ପଡିପାରନ୍ତି !

ଯଦି ଆପଣଙ୍କ ଫୋନରେ ‘ଟ୍ରୁ କଲର’ ଅଛି, ତୁରନ୍ତୁ ଏହାକୁ ଫୋନରୁ ହଟାଇ ଦିଅନ୍ତୁ । ନୁହେଁତ ଅସୁବିଧାରେ ଆପଣ ପଡିପାରନ୍ତି । କାହିଁକି ନା ‘ଟ୍ରୁ କଲର’ ଏମିତି ଏକ ଆପ୍ ଯାହା ଜରିଆରେ ୟୁଜର୍ସକୁ କଲର ଆଇଡି ବିଷୟରେ ଜଣାପଡିଯାଏ । ଯଦି ଆପଣ ଏହି ଆପ୍ ବିଷୟରେ ଜାଣି ନାହାଁନ୍ତି , ତେବେ ଏହାକୁ…
Read More...

ସିରିୟଲ କିଲର୍ ଭୟରେ ଗୁଡଗାଓ! ଛୋଟ ପିଲାଙ୍କୁ ଧର୍ଷଣ ପରେ କରୁଛି ହତ୍ୟା

ସାଇବର ସିଟି ଗୁଡଗାଓ ଅଂଚଳରେ ନିରୀହ ଶିଶୁମାନଙ୍କୁ ଶିକାର କରି ସେମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରୁଥିବା କାମନା ସକ୍ତ ଜଣେ ସିରିୟଲ କିଲର ଘୂରି ବୁଲୁଛି । ଗୋଟେ ପରେ ଗୋଟେ ଲଗାତର ଭାବେ ପାଖାପାଖି ୪ ଜଣ ନିହୀର ଶିଶୁକନ୍ୟାଙ୍କୁ ଅପହରଣ କରି ପ୍ରଥମେ ଦୁଷ୍କର୍ମ ଓ ପରେ ଅତି ଆମାନୁସିକ…
Read More...