Browsing Category

ପୁନଶ୍ଚ ପୃଥିବୀ

ଖାଲି ଫୁଲ ଆଉ ଫୁଲ… ମାଟିର ଛାତିରେ ନୁହେଁ ଛାତ ଉପରେ ଫୁଲବଗିଚା । ହସୁଛି ୧୦୦ ପ୍ରକାରର ଫୁଲ ।

କନକ ବ୍ୟୁରୋ: ପବନର ଦୋଳିରେ ଝୁଲୁଛି ଜାତି ଜାତିକା ଫୁଲ । ରଙ୍ଗ ବେରଙ୍ଗର ଫୁଲରେ ପୂରିଲା ପୂରିଲା ଦିଶୁଛି ପରିବେଶ । ଫୁଲ ଗୀତ ଗାଉଛି, ଫୁଲ ବାଟୋଇକୁ ଘଡିଏ ରହି ତା ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ହାତଠାରି ଡାକୁଛି । ଆଉ ମଣିଷ ବି ପ୍ରକୃତିର ଏହି ବିରଳ ଉପହାରକୁ ପାଇ ବିଭୋର ହେଉଛି । ଆପଣ…
Read More...

ବଙ୍କ ବିହାରୀଙ୍କ ବଡପଣ । ଗାଁ ଲୋକଙ୍କ ପାଇଁ ଗଢିଲେ ମିନିପାର୍କ । ସହର ଭଳି ମଜାନେବେ ଲୋକ ।

କନକ ବ୍ୟୁରୋ: ମଫସଲି ଅଞ୍ଚଳରେ ମନମୋହୁଛି ପାର୍କ । ଗାଁ ଗହଳିର ପିଲାଠୁ ବୁଢାଯାଏଁ ସମସ୍ତଙ୍କ ମନୋରଞ୍ଜନର ମାଧ୍ୟମ ସାଜିଛି ଗାଁ ମଝିର ପାର୍କ । ଆଉ ପାର୍କରେ ବୁଲିବାକୁ ସହରକୁ ଯିବାକୁ ପଡିବନି କି ସହରିଆ ସଭ୍ୟତାରେ ରହି ପାର୍କର ମଜା ନେବାକୁ ସହରମୁହାଁ ହେବାକୁ ପଡିବନି । କାରଣ ଗାଉଁଲୀ…
Read More...

ନୂଆବର୍ଷରେ ନୂଆ ଶପଥ । ପ୍ରକୃତିକୁ ସୁରକ୍ଷା ଦେବା, ବିଶ୍ୱକୁ ବିପଦ ମୁହଁରୁ ବଞ୍ଚାଇବା…

କନକ ବ୍ୟୁରୋ: କୁହାଯାଏ ଯେତେବେଳେ ପ୍ରକୃତି ନିଜର ଭୟଙ୍କର ରୂପ ଧାରଣା ସେତେବେଳେ ଧନୀ, ଗରିବ କିଛି ଦେଖେନା । ପ୍ରାକୃତିକ ବିପର୍ଯ୍ୟୟ ଆଗରେ ହାର ମାନେ ବିଜ୍ଞାନ, ମୁଣ୍ଡପାତି ସବୁ ସହିଯାଏ ମଣିଷ । ବିଗତ ଦିନର ଘଟଣାବଳୀକୁ ଯଦି ରୋମନ୍ଥନ କରାଯାଏ ତେବେ ଅନେକ ଘଟଣା ଘଟିଛି ଯେଉଁଠି ପ୍ରକୃତିର…
Read More...

ଅଳିଆ ଉଠାଉଛନ୍ତି, ପରିବେଶର ଯତ୍ନ ନେଉଛନ୍ତି । ମହିଳାମାନେ ସାଜିଛନ୍ତି ସ୍ୱଚ୍ଛତାର ସାକ୍ଷାତ ଦେବୀ, ସ୍ୱଚ୍ଛ ସବାରୀର…

କନକ ବ୍ୟୁରୋ: ପରିବେଶ ପ୍ରଦୂଷଣ ଏବେ ସବୁଠି ସାରା ବିଶ୍ୱର ଚିନ୍ତାର କାରଣ ପାଲଟିଛି । ପ୍ରକୃତି, ପରିବେଶ ସନ୍ତୁଳନ ହରାଇଲେ ତାର ସିଧାସଳଖ ପ୍ରଭାବ ପଡୁଛି ମଣିଷ ସମାଜ ଉପରେ ଆଉ ପ୍ରାକୃତିକ ବିପର୍ଯ୍ୟୟର ସଜା ଭୋଗୁଛି ମଣିଷ । ଯେତେ ସଚେତନତା ସୃଷ୍ଟି କଲେ ବି ସୁଧୁରୁ ନାହାନ୍ତି କେହି । ତେଣୁ…
Read More...