Browsing Category

ନ୍ୟୁଜ୍

ରେଶମ ସହର ବ୍ରହ୍ମପୁରରେ ଆରମ୍ଭ ହେଲା ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା । ଡାକରା ପାଇ ବାପ ଘରେ ପହଞ୍ଚିଲେ ମା’ ବୁଢୀ…

କନକ ବ୍ୟୁରୋ :ବ୍ରହ୍ମପୁରରେ ଆରମ୍ଭ ହେଲା ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା । ମଧ୍ୟରାତ୍ରରେ ମାଆଙ୍କ ଆଜ୍ଞାମାଳ ଆସି ପହଁଚିଛି । ଠାକୁରାଣୀଙ୍କ ବାପା ଦେଶୀ ବେହେରା ମନ୍ଦିରକୁ ଯାଇ ଆଜ୍ଞାମାଳ ଦେଇ ଡାକରା କରିଥିଲେ  । ପରେ ମାଆ ଆସି ପହଁଚିଛନ୍ତି ବ୍ରହ୍ମପୁର ବଡବଜାର ସ୍ଥିତ ବାପାଙ୍କ ଘରେ ।…
Read More...

ସୋରଡାରେ ଟ୍ରକକୁ ପିଟିଲା ଟ୍ରାଭେରା ! ଘଟଣାସ୍ଥଳରେ ଚାଲିଗଲା ତହସିଲଦାରଙ୍କ ଜୀବନ, ନିର୍ବାଚନ କାମରେ ଆସୁଥିଲେ…

କନକ ବ୍ୟୁରୋ : ଆଜି ସକାଳ ପ୍ରାୟ ୫ଟା ୩୦ ମିନିଟ ସମୟରେ ନୂଆଗାଁ ଅଞ୍ଚଳର ସୋରଡ଼ା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟି ନୂଆପଡ଼ା ଜିଲ୍ଲା କୋମନା ତହସିଲଦାରଙ୍କର ମୃତ୍ୟୁ ଘଟିଛି । ତାଙ୍କ ଟାଭେରା କାରର ଡ୍ରାଇଭର୍ ଆହତ ହୋଇ ଦଶପଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ…
Read More...

ଆଜି ରାଜ୍ୟର ସମସ୍ତ ବାର୍ ଆସୋସିଏସନରେ ନିର୍ବାଚନ । ଜଣେ ଆଇନଜୀବୀ କେବଳ ଗୋଟିଏ ବାରରେ ଦେଇପାରିବେ ଭୋଟ୍ ।

କନକ ବ୍ୟୁରୋ : ଆଜି ଓଡିଶାର ୧୫୭ଟି ଓକିଲ ସଂଘର ନିର୍ବାଚନ ଏକସଙ୍ଗେ ଅନୁଷ୍ଠିତ ହେବ । ୱାନ୍ ବାର୍ ୱାନ୍ ଭୋଟ୍ ଆଧାରରେ ନିର୍ବାଚନ ଅନୁଷ୍ଠିତ ହେବ । ଜଣେ ଆଇନଜୀବୀ କେବଳ ଗୋଟିଏ ବାରରେ ହିଁ ଭୋଟ୍ ଦେଇପାରିବେ । ତେବେ ଆଜି ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ମଧ୍ୟ ଆଜି ଅନୁଷ୍ଠିତ ହେଉଛି ।…
Read More...

ସୁନ୍ଦରଗଡ଼ରେ ପେଟ୍ରୋଲ ପମ୍ପରେ ସଶସ୍ତ୍ର ଡକାୟତି । ଗୁଳି ଫୁଟାଇ ଭୟଭୀତ କରିବା ପରେ କ୍ୟାସ୍ କାଉଂଟରରୁ ଲୁଟିନେଲେ…

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଧରୁଆଡିହି ଥାନା ଗଡ଼ିଆଜୋର ନିକଟ ପେଟ୍ରୋଲ ପମ୍ପରେ ସଶସ୍ତ୍ର ଡକାୟତି ହୋଇଛି । ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ୫ ଜଣ ଯୁବକ ବାଇକରେ ଆସି ହଠାତ୍ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଗୁଳି ଫୁଟାଇ ଭୟଭୀତ କରି ପେଟ୍ରୋଲ ପମ୍ପ କ୍ୟାସ୍…
Read More...

ଦ୍ୱିତୀୟ ଆସନରୁ ଛିଡା ହେବା ନେଇ ସଂକେତ ଦେଲେ ରାହୁଲ ! ସେପଟେ ପ୍ରିୟଙ୍କାଙ୍କ ଉପରେ ରଖିଲେ ବୟାନ, କହିଲେ ନିର୍ବାଚନକୁ…

କନକ ବ୍ୟୁରୋ : ଦ୍ୱିତୀୟ ଆସନରୁ ଲଢି ପାରନ୍ତି ରାହୁଲ ଗାନ୍ଧି । ଏଭଳି ସମ୍ଭାବନାକୁ ଏଡାଇ ଯାଇନାହାନ୍ତି କଂଗ୍ରେସ ଅଧ୍ୟକ୍ଷ । ସଂବାଦ ସରବରାହ ସଂସ୍ଥା ପିଟିଆଇକୁ ଦେଇଥିବା ସାକ୍ଷାତକାରରେ ରାହୁଲ କହିଛନ୍ତି, କେରଳ ଓ କର୍ଣ୍ଣାଟକରେ ଦଳୀୟ କର୍ମୀ ଓ ନେତା ତାଙ୍କୁ ଲଢିବା ପାଇଁ ପ୍ରସ୍ତାବ…
Read More...

ଫିକା ପଡିଲା ସଂଜୁଙ୍କ ଶତକ ! ଚମକିଲେ ୱାର୍ନର, ରାଜସ୍ଥାନ ବିପକ୍ଷରେ ରୋମାଂଚକର ବିଜୟ ହାସଲ କଲା ସନରାଇଜର୍ସ…

କନକ ବ୍ୟୁରୋ : ଜମୁଛି ଫଟାଫଟ୍ କ୍ରିକେଟର ଫିଭର । ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ୍ ହାସଲ କରିଛି ପ୍ରଥମ ବିଜୟ । ଶୁକ୍ରବାର ଖେଳାଯାଇଥିବା ମୁକାବିଲାରେ ରାଜସ୍ଥାନ ରୟାଲସକୁ , ସନରାଇଜର୍ସ ହାଇଦ୍ରାବାଦ୍ ୫ ୱିକେଟରେ ପରାସ୍ତ କରିଛି । ୧୯୯ ରନର ବଡ ଟାର୍ଗେଟକୁ ହାଇଦ୍ରାବାଦ୍ ଗୋଟିଏ ଓଭର…
Read More...

ନିର୍ବାଚନ ପାଇଁ ମାଲକାନଗିରିରେ ସ୍ୱତନ୍ତ୍ର ପ୍ରସ୍ତୁତି ! ଗୋଟିଏ ସ୍ଥାନରେ ୧୦ଟି ବୁଥ୍, ସୁରକ୍ଷା ପାଇଁ ୨ ହେଲିକପ୍ଟର…

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳରେ ମୁକ୍ତ ଓ ଅବାଧ ନିର୍ବାଚନ କରିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ବିଚ୍ଛିନ୍ନାଞ୍ଚଳରେ ଗୋଟିଏ ସ୍ଥାନରେ ୧୦ଟି ବୁଥ୍ ପାଇଁ ନିଷ୍ପତ୍ତି ନିଆଯାଇଛି। ୨୦୧୭ ମସିହାରେ ନକ୍ସଲଙ୍କ ବାରମ୍ବାର…
Read More...

ମହାନଦୀ ଜଳବିବାଦ ଉପରେ ଆଜି ଆସିବ ବଡ ରାୟ ! ଓଡିଶାର ଆବେଦନ ଉପରେ ଟ୍ରିବ୍ୟୁନାଲ କରିବେ ଶୁଣାଣି ।

କନକ ବ୍ୟୁରୋ : ଓଡିଶା-ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳବିବାଦକୁ ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ଜଷ୍ଟିସ୍ ଏଏମ୍ ଖାନୱିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଶୁଣାଣି କରିବେ । ମଧ୍ୟବର୍ତ୍ତୀକାଳୀନ ଶୁଣାଣି ଫେବ୍ରୁଆରି ୯ରେ ଶେଷ ହୋଇଥଲା । ଟ୍ରିବୁନାଲ ରାୟ ପ୍ରକାଶ କରିବା…
Read More...

ଶଗଡିଆଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୫୩କୁ ଅବରୋଧ କଲେ ଗ୍ରାମବାସୀ

କନକ ବ୍ୟୁରୋ : ଗାଡି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ । ୨ ବଳଦ ଆହତ । ମିଳିଥିବା ସୂଚନା ଅନୁସାରେ, ବେତନଟୀ ଅଗିରିଆ ଛକରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଶଗଡିଆଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ କେଉଁ ଗାଡି ତାଙ୍କୁ ଧକ୍କା ଦେଇଛି ତାହା…
Read More...

ଲଣ୍ଡନ କୋର୍ଟରେ ଦ୍ୱିତୀୟ ଥର ପାଇଁ ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ ! ଜେଲରେ ରହିବ ପଳାତକ ବ୍ୟବସାୟୀ । 

କନକ ବ୍ୟୁରୋ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ଗହଣା ବ୍ୟବସାୟୀ ନିରବ ମୋଦୀଙ୍କୁ ଜାମିନ ପ୍ରଦାନ କରିବାକୁ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟଙ୍କ କୋର୍ଟ ଦ୍ବିତୀୟ ଥର ପାଇଁ ମନା କରିଦେଇଛନ୍ତି । ଫଳରେ ଏବେ ସେ ଜେଲରେ ରହିବେ । ଏହି ମାମଲାର…
Read More...