Browsing Category

ନ୍ୟୁଜ୍

ବିହାରରେ ନରେନ୍ଦ୍ର ମୋଦୀ, ନୀତିଶ କୁମାର ଓ ତେଜସ୍ୱୀ ଯାଦବଙ୍କ ପାଇଁ ବଡ଼ ପରୀକ୍ଷା : କୋଭିଡ ସମୟରେ କାହାକୁ ବାଛିବେ…

କନକ ବ୍ୟୁରୋ : ବିହାର ବିଧାନସଭା ପାଇଁ ଆଜି ଭୋଟ ଗଣତି କରାଯିବ । କିଏ ବିହାରର ବିଗବସ ହେବ ସେନେଇ ନିଷ୍ପତି ହେବ । ବୁଥ ବାହୁଡା ମତରେ ତେଜସ୍ୱୀ ଯାଦବଙ୍କ ମହାଗଠବନ୍ଧନ ବହୁମତ ପାଇବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ଆଜି ଅସଲି ଫଳାଫଳ ସାମ୍ନାକୁ ଆସିବ । ବିହାର ବିଧାନସଭା ନିର୍ବାଚନ…
Read More...

ରଣନୀତି ପ୍ରସ୍ତୁତ, ଖେଳାଳି ପ୍ରସ୍ତୁତ : ଆଇପିଏଲର ଅନ୍ତିମ ମହାଲଢେଇ ପାଇଁ ପ୍ରସ୍ତୁତ ଦୁବାଇ ; କିଏ ପିନ୍ଧିବ ଆଇପିଏଲ…

କନକ ବ୍ୟୁରୋ : ୫୨ ଦିନ ଏବଂ ୫୯ ମ୍ୟାଚର ଉତ୍କଣ୍ଠା, ରୋମାଂଚ ତଥା ନାଟକୀୟ କ୍ରିକେଟ ସମର ପରେ ଆଇପିଏଲର ଅନ୍ତିମ ମହାଲଢେଇ ପାଇଁ ଦୁବାଇ ପୁରା ପ୍ରସ୍ତୁତ । ଆଉ ମାତ୍ର କିଛି ଘଂଟା ପରେ ଖେଳାଯିବ ମେଗା ଫାଇନାଲ । ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଯୁବ…
Read More...

ସମ୍ବଲପୁରରେ ପୁଣି ଲୁଟେରାଙ୍କ ଆତଙ୍କରାଜ । ବନ୍ଧୁକ ଦେଖାଇ ୟୁନିୟନ ବ୍ୟାଙ୍କ୍ ଗାଡିରୁ ଲୁଟିନେଲେ ୩୫ ଲକ୍ଷ ଟଙ୍କା । 

କନକ ବ୍ୟୁରୋ : ସମ୍ବଲପୁରରୁ ଟଙ୍କା ନେଇ ଫେରୁଥିବା ୟୁନିୟନ ବ୍ୟାଙ୍କ ଲଇମୁରା ଶାଖା ଗାଡ଼ିରୁ ଦୁର୍ବୃତ୍ତମାନେ ୩୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସୋମବାର ସଂଧ୍ୟାରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ କୁଚିଣ୍ଡା ଥାନା ଅନ୍ତର୍ଗତ…
Read More...

ପୁରୁଣା ଇତିହାସ ଭାଙ୍ଗିଲା ଆମେରିକା ନିର୍ବାଚନ । ଚଳିତ ବର୍ଷର ରାଷ୍ଟ୍ରପତି ନିର୍ବାଚନ ସବୁଠାରୁ ବ୍ୟୟ ବହୁଳ । ଖର୍ଚ୍ଚ…

କନକ ବ୍ୟୁରୋ : ଆମେରିକାର ଚଳିତ ବର୍ଷର ରାଷ୍ଟ୍ରପତି ନିର୍ବାଚନ ସବୁଠାରୁ ବ୍ୟୟ ବହୁଳ ନିର୍ବାଚନ ହୋଇଛି । ଏକ ଅନୁଧ୍ୟାନକାରୀ ସଂସ୍ଥାର ଦାବି ଅନୁସାରେ ଏହି ନିର୍ବାଚନରେ ପ୍ରାୟ ୧୪ ଆରବ ଡଲାର ବା ୧ ଲକ୍ଷ ୩୬ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ସର୍ବକାଳିନ ରେକର୍ଡ । ଚଳିତ ବର୍ଷର…
Read More...

ଖୁସି ଖବର ଦେଲା ଗଞ୍ଜାମ । ପରୀକ୍ଷା ହୋଇଥିବା ସବୁ ନମୂନା ନେଗେଟିଭ । ୩୫୯୭ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ଗୋଟିଏ ବି…

କନକ ବ୍ୟୁରୋ: କରୋନାକୁ ନେଇ ଆସିଲା ଭଲ ଖବର । ଧିରେ ଧିରେ ଶୀତ ବଢୁଥିବା ବେଳେ ଶୀତଦିନେ ସଂକ୍ରମଣ ବଢିବା ନେଇ ଯେଉଁ ଭୟ ରହିଥିଲା ସେହି ଭାଇରସର ଭୟ ଭିତରେ ଗଞ୍ଜାମରୁ ଆସି ଭଲ ଖବର । ୨୪ ଘଣ୍ଟାରେ ହୋଇଥିବା ସମସ୍ତ ଆଣ୍ଟିଜେନ ଟେଷ୍ଟରେ ସବୁ ନେଗେଟିଭ ଆସିଛି । କୌଣସି ଗୋଟିଏ ବି ପଜିଟିଭ ଆସିନି…
Read More...

ରଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୧ ହଜାର ୫୨୧ ଆକ୍ରାନ୍ତ 

କନକ ବ୍ୟୁରୋ : ରାଜ୍ୟରେ ଆଜି କରୋନାରୁ ୧ ହଜାର ୫୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୯ ହଜାର ୬୮୯କୁ ବୃଦ୍ଧି ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ…
Read More...

ଭୁବନେଶ୍ୱର ମଧୁ ମଣ୍ଡଳଙ୍କୁ ମିଳିଲା କୃତ୍ରିମ ହାତ । ହାତରେ ପିଇଲେ ଚା’, ଝିଅ ସହ ମିଳାଇଲେ ହାତ । ବାଣ ନୁହେଁ ହସ…

କନକ ବ୍ୟୁରୋ : ଆଲୋକର ଏହି ପର୍ବରେ ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ଆମେ ଆହ୍ୱନ ଦେଇଥିଲୁ । ଦୁର୍ଘଟଣାର ଶିକାର ହୋଇ ଦୁଇ ହାତ ହରାଇବା ପରେ ପରିବାର ଚଳାଇବା ପାଇଁ କିପରି ଜଣେ ଯୁବକଙ୍କ ସଂଘର୍ଷର କାହାଣୀ, ତାହା ଆମେ ଦେଖାଇଥିଲୁ । ଏ କାହାଣୀ ଦେଖିବା ପରେ ରେଡ ସ୍ୱସ୍ତିକ ସଂଗଠନ ସହାୟତାର…
Read More...

ପାକିସ୍ତାନରୁ ଫେରୁଛି ଓଡ଼ିଆ ପୁଅ । ୨୫ ବର୍ଷ ଜେଲରେ ରହିବା ପରେ ସୁନ୍ଦରଗଡକୁ ଫେରୁଛନ୍ତି ବିରଜୁ, ପ୍ରଶ୍ନ, ଗାଁକୁ…

କନକ ବ୍ୟୁରୋ : ବିଦେଶ ମାଟିରୁ ଜନ୍ମମାଟିକୁ ଫେରୁଛନ୍ତି ବିରଜୁ । ପାକିସ୍ତାନର କାଳ କୋଠରୀରେ ଅନିଶ୍ଚିତତା ଭିତରେ ଦିନ କାଟୁଥିବା ସୁନ୍ଦରଗଡର ବିରଜୁ ଶେଷରେ ୨୫ ବର୍ଷ ପରେ ଭାରତ ଫେରୁଛନ୍ତି । ଲାହୋର ଜେଲରୁ ପଞ୍ଜାବ ଅମୃତସରରେ ପହଞ୍ଚିବା ପରେ ତାଙ୍କ ଓଡିଶା ଆଣିବା ପାଇଁ ସେଠି ପହଞ୍ଚିଛି…
Read More...

ରାଜ୍ୟରେ ଆରମ୍ଭ ହେଲା ଖରିଫ ଧାନ କିଣା ପ୍ରକ୍ରିୟା । ଆଜିଠୁ ବରଗଡ଼ରେ ଆରମ୍ଭ, ୧୨ ତାରିଖରେ ଧାନ ବିକିବେ ସମ୍ବଲପୁର ଚାଷୀ…

କନକ ବ୍ୟୁରୋ : ଶୁଭ ମୁହୁର୍ତ୍ତ ଦେଖି ନଡ଼ିଆ ଭାଙ୍ଗି ଆରମ୍ଭ ହୋଇଛି ଧାନ କିଣା । ବରଗଡ଼ ଜିଲ୍ଲାରେ ଚଳିତବର୍ଷ ଖରିଫ ଋତୁର ପ୍ରଥମ ଧାନ ସଂଗ୍ରହ ଆରମ୍ଭ ହୋଇଛି । ଜିଲ୍ଲାର ଅତାବିରା, ପଦ୍ମପୁର ଏବଂ ବରଗଡ଼ ଆରଏମ୍ସି ଅଧିନରେ ୧୮୫ଟି କ୍ରୟ କେନ୍ଦ୍ରରେ ଧାନ ସଂଗ୍ରହର ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ…
Read More...

ଏଯାଏଁ ପରାଜୟକୁ ମାନୁନାହାନ୍ତି ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ୍ ହାଉସ ଛାଡ଼ିବେ ନା ନାହିଁ ବଢ଼ୁଛି ଦ୍ୱନ୍ଦ୍ୱ । ପଦ ନଛାଡିଲେ…

କନକ ବ୍ୟୁରୋ : ଆମେରିକା ନିର୍ବାଚନ ଜିତିବା ପରେ ଜୋ-ବାଇଡେନ୍ ଓ ତାଙ୍କ ଡେପୁଟି କମଳା ହାରିସ୍ ବିଜୟ ଅଭିଭାଷଣ ଦେଇସାରିଲେଣି । ସାରା ବିଶ୍ୱର ନେତାମାନେ ନୂଆ ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇ ସାରିଲେଣି । ନିର୍ବାଚନ ସରିବାର ତିନି ଦିନ ବିତି ସାରିଲାଣି, ହେଲେ ପରାଜୟକୁ…
Read More...