Browsing Category

ନ୍ୟୁଜ୍

ଓଡ଼ିଶା ଗାଁରେ ଭୋଟ କରି କବଜା କରିବାକୁ ଆନ୍ଧ୍ର କରୁଛି ଷଡଯନ୍ତ୍ର । କୋରାପୁଟ, ଗଂଜାମ ସୀମାନ୍ତ ଗାଁ ପରେ ଗଜପତି…

କନକ ବ୍ୟୁରୋ : କୋରାପୁଟର କୋଟିଆ ଅଂଚଳର କିଛି ଗାଁରେ ଆନ୍ଧ୍ର, ପଂଚାୟତ ନିର୍ବାଚନ କରି କିପରି ଏହି ଗାଁଗୁଡିକୁ ନିଜ ଅକ୍ତିଆରକୁ ନେବା ପାଇଁ ଚକ୍ରାନ୍ତ କରୁଛି, ତାହା ସାମନାକୁ ଆସିବା ପରେ ଗଂଜାମ ପାତ୍ରପୁର ବ୍ଳକର ୪ଟି ପଂଚାୟତରେ ଅନୁରୂପ ପ୍ରୟାସ କରୁଛି ଆନ୍ଧ୍ର । ଏବେ ଗଜପତି ଜିଲ୍ଲା…
Read More...

ନୟାଗଡ ଜିଲ୍ଲାରୁ ୨୬୦ ଗ୍ରାମ ବ୍ରାଉନ ସୁଗାର ଜବତ । ଜଣେ ବେପାରୀ ଗିରଫ । 

କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପତିପୁର-ମନ୍ଦାକିନୀ ନଦୀ ପଠାରୁ ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣେ ବେପାରୀକୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ଠାରୁ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ତେବେ ରଣପୁର ବ୍ଲକ ଅନ୍ତର୍ଗତ ବାଉଁଶଗଡ ଗାଁର ପ୍ରକାଶ ଚନ୍ଦ୍ର…
Read More...

ଯବାନ ହେବାକୁ ଇଚ୍ଛା ରଖିଥିବା ପିଲାଙ୍କ ପାଇଁ ବରଦାନ ସାଜିଛି କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର । ସେନାରେ ଭର୍ତ୍ତି ହେବା…

କନକ ବ୍ୟୁରୋ: ମୁଁ ଯବାନ ହେବି । ମାଟି ମା ପାଇଁ ଲଢିବି । ଶତ୍ରୁକୁ ଜବାବ ଦେବି । ଏଭଳି କିଛି ସ୍ୱପ୍ନ ଦେଖି ସେନାବାହିନୀରେ ଭର୍ତି ହେବାକୁ ଲକ୍ଷ୍ୟ ରଖିଥିବା ଯୁବକ ଯୁବତୀଙ୍କ ପାଇଁ ଏବେ ବରଦାନ ସାଜିଛି କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର । ଯୁବକ ଯୁବତୀମାନେ ଏଠି ସାମରିକ ଓ ଅଦ୍ଧସାମରିକ…
Read More...

କୃଷି ଆଇନ୍‌ ପ୍ରତ୍ୟାହାର କରିବାକୁ ଆମେ ସରକାରଙ୍କୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସମୟ ଦେଉଛୁ: ଟିକାୟତ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ୍‌ ବିରୋଧରେ ଗାଜିପୁର(ଦିଲ୍ଲୀ-ଉତ୍ତରପ୍ରଦେଶ) ସୀମାରେ ଆନ୍ଦୋଳନ ଜାରି ରହିଥିବା ବେଳେ ଭାରତୀୟ କିସାନ ୟୁନିୟନ(ବିକେୟୁ)ର ଅଧ୍ୟକ୍ଷ ରାକେଶ ଟିକାୟତ ଶନିବାର ଘୋଷଣା କରିଛନ୍ତି କି କୃଷି ଆଇନ୍‌ ପ୍ରତ୍ୟାହାର କରିବାକୁ ଆମେ ସରକାରଙ୍କୁ…
Read More...

ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ । ଦୁର୍ଘଟଣା ନା ହତ୍ୟା…

କନକ ବ୍ୟୁରୋ: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇଛି । ତେବେ ଟ୍ରକ ଧକ୍କାରେ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହା ଦୁର୍ଘଟଣା ନା ହତ୍ୟା ତାକୁ ନେଇ ପ୍ରଶ୍ନ ଉଠିଛି । ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ…
Read More...

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜୋ ରୁଟଙ୍କ ଦମଦାର ଦ୍ୱିଶତକ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫୫୫/୮

କନକ ବ୍ୟୁରୋ: ଚେନ୍ନାଇରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଜୋ ରୁଟଙ୍କ ଦମଦାର ଦ୍ୱିଶତକ । ଯାହା ଫଳରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡର ସ୍କୋର ୮ ୱିକେଟ୍ ହରାଇ କରିଛି ୫୫୫ ରନ୍ । ଭାରତ ପକ୍ଷରୁ ଇଶାନ୍ତ, ବୁମରା, ଅଶ୍ୱିନୀ ଓ ନଦୀମଙ୍କ ଦୁଇଟି ଲେଖାଏଁ ସଫଳତା ମିଳିଛି ।…
Read More...

ଫେବୃଆରୀ ୧୧ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ । ଠାକୁରନଗରରେ କରିବେ ରାଲି । ମତୁଆୟ ସମୁଦାୟକୁ କରିବେ…

କନକ ବ୍ରୁରୋ : ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଗୃହମନ୍ତ୍ରୀ ଅମିତ ଶାହା ଫେବୃଆରୀ ୧୧ ତାରିଖ ଦିନ ପୁଣି ପଶ୍ଚିମବଙ୍ଗ ଗସ୍ତ କରିବେ । ଏହି ଗସ୍ତ ସମୟରେ ସେ ଠାକୁରନଗର ଠାରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ଜାନୁଆରୀ ୩୦ ତାରିଖରେ ତାଙ୍କର…
Read More...

ପିପିଲି ପିଡିଏସ ଗୋଦାମ ସ୍ଥାନାନ୍ତର ନେଇ ନିଷ୍ପତ୍ତି ପରେ ଚିନ୍ତାରେ ଶ୍ରମିକ । ଗୋଦାମ ସ୍ଥାନାନ୍ତର ହେଲେ କେମିତି…

କନକ ବ୍ୟୁରୋ: ଶ୍ରମିକ ପରିବାରର ଜୀବିକା ଚିନ୍ତା । ପିପିଲି ପିଡ଼ିଏସ ଗୋଦାମରେ କାମ କରି ପରିବାର ପୋଷୁଥିବା ଶ୍ରମିକ ମାନେ ଏବେ ତାଙ୍କ ଜୀବନ ଜୀବିକାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । କାରଣ ପିପିଲି ଅଂଚଳରେ ଥିବା ପିଡ଼ିଏସ ଗୋଦାମ ଗୃହ ସ୍ଥାନାନ୍ତରିତ ହେବାକୁ ରହିଛି । ଆଉ ସ୍ଥାନାନ୍ତରଣ ପାଇଁ…
Read More...

ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା । ପରିଚୟ ଦେଲେ ମିଳିବ ୫୦ ହଜାର ଟଙ୍କା । ପୁରସ୍କାର ଘୋଷଣା କଲା…

କନକ ବ୍ୟୁରୋ: ଚନ୍ଦକା-ଦାସପୁର ରାସ୍ତାକଡରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା । ମହିଳାଙ୍କୁ ଚିହ୍ନଟ କରିବା ପାଇଁ ପୋଲିସକୁ ସାହାଯ୍ୟ  କଲେ ମିଳିବ ୫୦ ହଜାର ଟଙ୍କା ପୁରସ୍କାର । ଏଥିସହିତ ଏହି କାମରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କର ପରିଚୟ ମଧ୍ୟ ଗୋପନ ରଖାଯିବ ବୋଲି ଶନିବାର…
Read More...

କେନ୍ଦ୍ରୀୟ ବଜେଟରେ ବଢିଛି କଟନ ସୂତା ଦର । ଚିନ୍ତାରେ ସମ୍ବଲପୁରୀ ବୁଣାକାର । 

କନକ ବ୍ୟୁରୋ: କେନ୍ଦ୍ରୀୟ ବଜେଟରେ ବଢଛିିି କଟନ ସୂତାର ଦର । ଦର ବୃଦ୍ଧି ଯୋଗୁଁ ଏହାର ସିଧାସଳଖ ପ୍ରଭାବ ପଡିଛି ସମ୍ବଲପୁରୀ ବୁଣାକାରଙ୍କ ଉପରେ । ସୂତା ଓ ରଙ୍ଗ ଦର ବୃଦ୍ଧି ଶାଢି ଉତ୍ପାଦନ ତଥା ବିକ୍ରିବଟା ଉପରେ ପ୍ରଭାବ ପକାଉଥିବାରୁ ଚିନ୍ତାରେ ସମ୍ବଲପୁରର ବୁଣାକାର । ବଜେଟରେ ସୂତାର ଦର…
Read More...