Browsing Category

ନିର୍ବାଚନ

ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୀତି ସରଗରମ । ପ୍ରଚାର ପ୍ରସାର ମାଧ୍ୟମରେ ଭୋଟ ହାତେଇବାକୁ ପ୍ରୟାସ 

କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୀତି ସରଗରମ । ରାଜନୈତିକ ଦଳମାନେ ନିଜ ଅନ୍ଦାଜରେ ପଦ୍ମପୁରରେ କରୁଛନ୍ତି ପ୍ରଚାର ପ୍ରସାର । ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଦୁବୁଲାବାହଲ ଠାରେ ସାଇକେଲ ଚଲାଇ ଲୋକଙ୍କ ପାଖରେ ପହଂଚି ଭୋଟ ମାଗିଛନ୍ତି । ସେହିଭଳି ବିଜେଡି…
Read More...

ପଦ୍ମପୁର ଉପନିର୍ବାଚନ : ପ୍ରଦୀପ ପୁରୋହିତ ପ୍ରାର୍ଥୀ ହେବା ନେଇ କୁସୁମ ଟେଟେଙ୍କ ସୂଚନା

କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । କୌଣସି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ବିଜେପି ବିଧାୟିକା କୁସୁମ ଟେଟେ ବଡ ସୂଚନା ଦେଇଛନ୍ତି ।…
Read More...

ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଜାଣନ୍ତୁ… କେତେ ତାରିଖରେ ପଡିବ ଭୋଟ, କେବେ ପ୍ରକାଶ ପାଇବ ଫଳାଫଳ

କନକ ବ୍ୟୁରୋ : ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଡିସେମ୍ବର ୫ତାରିଖରେ ହେବ ମତଦାନ । ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନର । ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଡିସେମ୍ବର ୫ତାରିଖରେ ଭୋଟ ପଡୁଥିବା ବେଳେ ଡିସେମ୍ବର ୮ତାରିକରେ ହେବ ଭୋଟ…
Read More...

ଧାମନଗର ଉପନିର୍ବାଚନ ପାଇଁ ସରିଲା ପ୍ରଚାର, ମତଦାନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଆସନ୍ତାକାଲି ପଡିବ ଭୋଟ୍

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ମତଦାନ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଗତକାଲି ୨୫୨ ବୁଥରୁ ୨୧୮ ବୁଥକୁ ପୁଲିଂ ପାର୍ଟି ଯାଇଛନ୍ତି । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ…
Read More...

ଧାମନଗର ଉପନିର୍ବାଚନ ପାଇଁ ଜମୁଛି କ୍ୟାମ୍ପେନିଂ । ଆଜି ଭର୍ଚୁଆଲ ମାଧ୍ୟମରେ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ…

କନକ ବ୍ୟୁରୋ : ଆଜି ଧାମନଗର ଉପନିର୍ବାଚନ ପାଇଁ ଭର୍ଚୁଆଲ ମାଧ୍ୟମରେ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ । ୬ଟି ଯାକ ଜିଲ୍ଲା ପରିଷଦ ଜୋନରେ ଏଲଇଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ…
Read More...

ଧାମନଗରରେ ଜମୁଛି ପ୍ରଚାର । ଗାଁ ଗାଁ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ନେତା ମନ୍ତ୍ରୀ 

କନକ ବ୍ୟୁରୋ : ଧାମନଗରରେ ଜମୁଛି ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନେତ. ମନ୍ତ୍ରୀ । ଆଜି ଦ୍ୱିତୀୟ ଦିନରେ ବି ବିଜେପିର ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗାଁ ଗାଁ ବୁଲି ଦଳୀୟ ପ୍ରାର୍ଥୀ ସୂରଜଙ୍କ ପାଇଁ ମାଗୁଛନ୍ତି ଭୋଟ୍ ।…
Read More...

ନିର୍ବାଚନ ଲଢିବେ ରାଜୁଦାସ । କହିଲେ, ପ୍ରାର୍ଥିପତ୍ର ପ୍ରତ୍ୟାହାରର ପ୍ରଶ୍ନ ଉଠୁନି

କନକ ବ୍ୟୁରୋ : ଆଜି ଧାମନଗର ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନ । ସ୍ୱାଦୀନପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା ରାଜୁ ଦାସ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ କି ନାହିଁ ତା ଉପରେ ସମସ୍ତଙ୍କ ନଜର ଥିବା ବେଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନଥିବା…
Read More...

କିଏ ଜିତିବ ଧାମନଗର ଉପନିର୍ବାଚନ : କାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାସଙ୍କୁ…

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାସ ନାମାଙ୍କନ ଦାଖଲ କରିବା ପରେ ପରେ ରୋଚକ ହୋଇଛି ରାଜନୀତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ନିର୍ବାଚନ ମୈଦାନରେ ପାଦ ଦେଉ ଦେଉ ଦଳରେ ବିଦ୍ରୋହ ଆରମ୍ଭ ହୋଇଛି । ପୂର୍ବତନ ବିଧାୟକ ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ…
Read More...

ଧାମନଗରରେ କିଏ ହେବ ଧରାଶାୟୀ, କିଏ ହେବ ବିଜୟୀ? ଚାଲିଛି ଅଙ୍କକଷା, ଏଥର କିଏ ଜିତିବ ଭୋଟରଙ୍କ ଭରସା?

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ପୂଜା ପାଇଁ ରାଜନୈତିକ ମାହୋଲ ଟିକିଏ ଥଣ୍ଡା ପଡିଥିବା ବେଳେ ଏବେ ପୁଣିଥରେ ସରଗରମ ହୋଇଛି ଧାମନଗର ରାଜନୀତି । ୩ ପ୍ରମୁଖ ରାଜନୈତିକ ଦଳର ଶିବିର ଚଳଚଞ୍ଚଳ ହୋଇଉଠିଥିବା ବେଳେ ଉପନିର୍ବାଚନରେ ବିଜୟ ପାଇଁ ଚାଲିଛି ଅଙ୍କକଷା ।…
Read More...

କନକ ଟ୍ରେଣ୍ଡିଂ : ଭାରତ ଯୋଡ଼ ଯାତ୍ରା , କଂଗ୍ରେସ ପାଇଁ ବେଟିଂ ନା ରାହୁଲଙ୍କ ରିଲଞ୍ଚିଙ୍ଗ 

କନକ ଟ୍ରେଣ୍ଡିଂ : ପାର୍ଟି ନୁହେଁ ପ୍ରାଇଭେଟ ଲିମିଟେଡ କମ୍ପାନି, ଚାଲିଛି ରାଜାରାଜୁଡା ଶାସନ... ଜାତୀୟ ସ୍ତରରେ ଗୃହରେ ଯୁଦ୍ଧ ପରିସ୍ଥିତି ଆଉ ଲିଜଡରସିପକୁ ନେଇ କ୍ରାଇସେସ । ବିବାଦ, ବିଦ୍ରୋହ ଓ ନେତୃତ୍ବକୁ ନେଇ ଦ୍ବନ୍ଦ ମଧ୍ୟରେ ଭାରତୀୟ ରାଜନୀତିର ପୃଷ୍ଟଭୂମିରେ ଆଜିର ଦିନରେ ସବୁଠୁ ବଡ…
Read More...