Browsing Category

ଦଶହରା ସ୍ୱତନ୍ତ୍ର

ଆପଣ ଜାଣନ୍ତି କି , କାହିଁକି ନବରାତ୍ରିରେ ଗରବା ଓ ଦାଣ୍ଡିଆର ଆୟୋଜନ କରାଯାଏ ?

ଏବେ ନବରାତ୍ରିର ମାହୋଲ । ପୂଜା ମଣ୍ଡପରେ ଧୁମଧାମରେ ପାଳନ ହେଉଛି ମା’ଙ୍କର ନବରାତ୍ରିର ପୂଜା । ଚାରିଆଡେ ଭକ୍ତିମୟ । ଆଉ ଏହାରି ଭିତରେ ମଧ୍ୟ ଗରବା ଓ ଦାଣ୍ଡିଆର ଝଲକ ଦେଖିବାକୁ ମିଳୁଛି । ସମସ୍ତେ ଦାଣ୍ଡିଆର ମଜା ନେଉଛନ୍ତି । ହେଲେ କାହିଁକି ନବରାତ୍ରିରେ ଗରବା ଓ ଦାଣ୍ଡିଆ କରାଯାଏ । ଏହାର…
Read More...

ପରଦାରେ ଜଗତଜନନୀ ! ଦେବୀ ଦୁର୍ଗାଙ୍କ ରୂପରେ ସିଲଭର ସ୍କ୍ରିନର ବୋହୂ

ଛୋଟ ପରଦାରେ ବି ଦେଖିବାକୁ ମିଳିଛି ଦେବୀ ଦୁର୍ଗାଙ୍କ ଶକ୍ତିସ୍ୱରୂପିଣୀ ରୂପ । ଖାଲି ଯେ, ପୁରାଣରେ ଦେବାଦେବୀଙ୍କର କାହାଣୀ ଚିତ୍ରଣ କରାଯାଇଛି ତାହା ନୁହେଁ ବରଂ ଟିଭି ପରଦାରେ ମଧ୍ୟ ରହିଛି ଆଧ୍ୟାତ୍ମିକ ଭାବନାର ଛାପ । ଆଜିକା ଦିନରେ ବି ଆଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ ଟିଭି ପରଦାରେ…
Read More...

ଆଜି ପୀଠରେ ଅଷ୍ଟମୀ ମଣ୍ଡପରେ ମହାସପ୍ତମୀ ପୂଜା ! ଉତ୍ସବମୁଖର ଗାଁଠୁ ସହର, ବିଭିନ୍ନ ପୂଜା ପେଣ୍ଡାଲରେ ଭିଡ

କନକ ବ୍ୟୁରୋ : ଆଜି ମହାସପ୍ତମୀ । ଜଗତଜନନୀ ମା’ ଦୁର୍ଗାଙ୍କର ଧରାପୃଷ୍ଠକୁ ଆଗମନ ହୋଇଛି । ବିଭିନ୍ନ ଶକ୍ତିପୀଠରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି । ପୀଠରେ ଅଷ୍ଟମୀ ପାଳନ କରାଯାଉଥିବାବେଳେ ପୂଜା ମଣ୍ଡପ ଗୁଡିକରେ ଆଜି ମହାସପ୍ତମୀ ପାଳନ କରାଯାଉଛି । ଶାରଦୀୟ ଦଶହରା ପାଇଁ ଚଳଚଂଚଳ ହୋଇଛି…
Read More...

ମା’ଙ୍କୁ ଆବାହନ ! ଜାଣନ୍ତୁ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପର କଣ ରହିଛି ମୁଖ୍ୟ ଆକର୍ଷଣ

କନକ ବ୍ୟୁରୋ: ଅପେକ୍ଷାରେ ପୂର୍ଣ୍ଣଛେଦ ପଡ଼ିଛି । ମା’ ଓ ଭକ୍ତଙ୍କ ମିଳନ ହୋଇଛି । ଏବେ ଚାରି ଆଡ଼େ ଖାଲି କୋଳାହଳ । ଯାହାଙ୍କ ଆଗମନ ପାଇଁ କୋଟିକୋଟି ଉତ୍ସୁକ ନେତ୍ର ଚାହିଁ ରହିଥିଲା, ମା’ ଓହ୍ଲାଇଛନ୍ତି ଧରାକୁ । ସୁସଜ୍ଜିତ ପୂଜା ମଣ୍ଡପରେ ବିରାଜିଛନ୍ତି ମା’ ଦୁର୍ଗତିନାଶିନୀ । ମା’ଙ୍କ…
Read More...

ଟ୍ୱିନ୍‌ ସିଟିରେ ୨୪୦ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ! ପୂଜା ପେଣ୍ଡାଲରେ ସିସିଟିଭି କ୍ୟାମେରା ସହିତ ଅଗ୍ନି…

କନକ ବ୍ୟୁରୋ : ଦଶହରା ଅବସରରେ ଜଗତ ଜନନୀ ମା’ଦୁର୍ଗାଙ୍କ ପୂଜା ପାଇଁ ଟ୍ୱିନ୍‌ ସିଟି ଚଳଚଞ୍ଚଳ ଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । କଟକର ୧୭୧ ପେଣ୍ଡାଲରେ ମା’ ଦୁର୍ଗାଙ୍କୁ ପୂଜା କରାଯାଉଥିବା ବେଳେ, ଭୁବନେଶ୍ୱରରେ…
Read More...

ଝାରପଡା ପୂଜା ମଣ୍ଡପରେ ସୃଷ୍ଟି କରାଯାଇଛି ନିଆରା ପରିବେଶ ! ତିଆରି ହୋଇଛି ରେଳ ଜଙ୍କସନ୍

କନକ ବ୍ୟୁରୋ : ଆଜି ମହାଷଷ୍ଠୀ । ଜଗତଜନନୀ ମା ଦୁର୍ଗାଙ୍କ ଆଗମନ ପାଇଁ ଚଳଚଂଚଳ ଦୈବୀ ପୀଠ ଓ ପୂଜା ମଣ୍ଡପ । ବିଭିନ୍ନ ଶକ୍ତିପୀଠରେ ମା’ଙ୍କର ସପ୍ତମୀ ନୀତି କରାଯାଉଥିବା ବେଳେ ଆଜି ମଧ୍ୟରାତିରୁ ପୂଜା ମଣ୍ଡପରେ ମାଙ୍କର ଷଷ୍ଠି ପୂଜା କରାଯିବ । ସେପଟେ ଶାରଦୀୟ ଦଶହରାରେ ମୃଣ୍ମୟୀ ମୂର୍ତି ଓ…
Read More...

ଚର୍ଚ୍ଚାରେ ଦେବୀ ଦୁର୍ଗାଙ୍କ ୨୨ କିଲୋର ସୁନା ଶାଢୀ ! କୋଲକତା ଦୁର୍ଗା ପୂଜା ପେଣ୍ଡାଲରେ ଲଣ୍ଡନ ଥିମ୍

କନକ ବ୍ୟୁରୋ : ପ୍ରତିବର୍ଷ ଦୁର୍ଗାପୂଜାକୁ ନେଇ କୋଲକତାରେ ଏକ ସ୍ୱତନ୍ତ୍ର ବାତାବରଣ ଦେଖିବାକୁ ମିଳେ । ଆଉ ଏଠାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ନିର୍ମିତ ପୂଜାମଣ୍ଡପ ଖୁବ୍ ଆକର୍ଷଣୀୟ ହୋଇଥାଏ । ଯାହା କି ପ୍ରସିଦ୍ଧି ଲାଭ କରେ । ଏହି ଅବସରରେ କୋଲକତାର ପୂଜାରେ ମା’ ଦୁର୍ଗାଙ୍କର ୨୨କିଲୋ ସୁନାର…
Read More...

ପୁରାଣ ଓ ପରମ୍ପରାରେ ମା’ ଜଗତଜନନୀ ! ଜଣେ ମା’ ନଅଟି ରୂପ

ଆଜି ହେଉଛି ଷଷ୍ଠୀ । ପବିତ୍ର ନବରାତ୍ରୀର ଷଷ୍ଠ ଦିନ । ନଅଦିନ ବ୍ୟାପି ହେଉଥିବା ଏହି ପୁଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ । ନିଜ ଭକ୍ତ ମାନଙ୍କୁ ନଅଟି ରୂପରେ ଦର୍ଶନ ଦିଅନ୍ତି ମା’ ଜଗଦମ୍ବା  । ତେବେ ଷଷ୍ଠ ଦିନରେ ଅର୍ଥାତ୍  ଆଜି ମା’ କାତ୍ୟାୟନୀଙ୍କ…
Read More...

ଆଜି ମହାଷଷ୍ଠୀ ! ଧରାବତରଣ କରିବେ ମା ଜଗତଜନନୀ, ପୂଜା ପାଇଁ ଚଳଚଂଚଳ ବିଭିନ୍ନ ପୂଜାମଣ୍ଡପ

କନକ ବ୍ୟୁରୋ : ଆଜି ମହାଷଷ୍ଠୀ । ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା ଦୁର୍ଗା । ମାଙ୍କ ଆଗମନ ପାଇଁ ଚଳଚଂଚଳ ଦୈବୀ ପୀଠ ଓ ପୂଜା ମଣ୍ଡପ । ବିଭିନ୍ନ ଦେବୀ ପୀଠରେ ଆଜି ମହା ସପ୍ତମୀ ପୂଜା । ସେହିଭଳି ପୂଜା ମଣ୍ଡପରେ ମାଙ୍କ ମହାଷଷ୍ଠୀ ପୂଜା ଅନୁଷ୍ଠିତ ହେବ । ସେଥିପାଇଁ ଚଳଚଂଚଳ ଗାଁ ଠୁ…
Read More...

ରାଜଧାନୀରେ ପୂଜାର ମଜା ନିଅନ୍ତୁ ହେଲେ ତା’ ଆଗରୁ ଜାଣିନିଅନ୍ତୁ କ’ଣ ରହିଛି ଟ୍ରାଫିକ କଟକଣା ! ନହେଲେ ଦେବାକୁ ପଡ଼ିବ…

କନକ ବ୍ୟୁରୋ : ଭୁବନେଶ୍ୱରରେ ପୂଜା ପାଇଁ ଟ୍ରାଫିକ୍ କଟକଣା । ଶାରଦୀୟ ଦୁର୍ଗାପୂଜା ସମୟରେ ହେବାକୁ ଥିବା ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ନେଇ କମିସନରେଟ୍ ପୁଲିସ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛି । ଟ୍ରାଫିକ୍ କଟକଣା ଜାରିକଲା କମିସନରେଟ୍ ପୁଲିସ । କାଲିଠାରୁ…
Read More...