Browsing Category

ଦଶହରା ସ୍ୱତନ୍ତ୍ର

କାହିଁକି ନବରାତ୍ରିର ଦଶମ ଦିନରେ ଦଶହରା ପାଳନ ହୁଏ ? ଜାଣନ୍ତୁ ଏହାର ପୈାରାଣିକ କଥା

କନକ ବ୍ୟୁରୋ : ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଦଶହରା ଆଶ୍ୱିନ ମାସରେ ପାଳନ କରାଯାଇଥାଏ । ଯାହା ସାଧାରଣରେ ଅକ୍ଟୋବର ବା ଡିସେମ୍ବର ମାସରେ ପଡିଥାଏ । ଏହି ପର୍ବକୁ ଭାରତରେ ବହୁତ ଧୁମଧାମରେ ଉତ୍ସାହର ସହ ପାଳନ କରାଯାଇଥାଏ । ପ୍ରତି ରାଜ୍ୟରେ ଏହାକୁ ବିଭିନ୍ନ ବିଭିନ୍ନ ପାରମ୍ପରିକ…
Read More...

ଆଜି ମଣ୍ଡପରେ ମହାନବମୀ ଓ ଶକ୍ତି ପୀଠେ ଦଶମୀ ପୂଜା ! ମାଆଙ୍କ ଆରାଧନା ପାଇଁ ଜମୁଛି ଭକ୍ତଙ୍କ ଭିଡ଼

କନକ ବ୍ୟୁରୋ: ଆଜି ମହାନବମୀ । ମା’ ଦୁର୍ଗାଙ୍କ ଆଗମନରେ ଟ୍ୱିଇନ୍ ସିଟି ସମେତ ରାଜ୍ୟର ପୁର ପଲ୍ଲୀରେ ଖୁବ ଧୁମଧାମରେ ଚାଲିଛି ପୂଜାର୍ଚ୍ଚନା । ମଣ୍ଡପରେ ଦଶଭୂଜାଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କର ଆଜି ନବମୀ ପୂଜା କରାଯାଉଥିବା ବେଳେ ଶକ୍ତିପୀଠରେ ଶକ୍ତିସୂରୁପୀଣିଙ୍କ ବିଜୟା ଦଶମୀ ପୂଜା କରାଯାଉଛି…
Read More...

ପୂଜାରେ ଅଘଟଣ ! ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଭାଂଗିଗଲା ରାମଦୋଳି

କନକ ବ୍ୟୁରୋ: ପୂଜାରେ ଅଘଟଣ । ଭାଂଗିଗଲା ରାମଦୋଳି । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଭୁବନେଶ୍ୱର ବରମୁଣ୍ଡା ଦୁର୍ଗାପୂଜା ପଡିଆରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି । ଦୋଳିରେ ବସି କିଛି ଲୋକ ମଜା ଉଠାଉଥିବା ବେଳେ ହଠାତ୍ ତାହା ଭାଂଗି ଯାଇଥିଲା । ପରେ…
Read More...

ଦଶ’ରାରେ କମ୍ପୁଛି ପୁରପଲ୍ଲୀ ! ୨୫୦୦ରୁ ଅଧିକ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା

କନକ ବ୍ୟୁରୋ: ଅଧର୍ମ ଉପରେ ଧର୍ମର ବିଜୟ ବାର୍ତ୍ତା ନେଇ ଧରାପୃଷ୍ଠକୁ ଆସିଛନ୍ତି ମା’। ମହାପାର୍ବଣରେ ପୁରପଲ୍ଲୀଠୁ ନେଇ ସହର ବଜାର ସବୁଠି ଉତ୍ସାହ ଓ ଉଲ୍ଲାସ । ଝଲସୁଛି ପୂଜାମଣ୍ଡପ । କେଉଁଠି ଆଖିଝଲସା ତୋରଣର ସୁଦୃଶ୍ୟ ସମ୍ଭାର ତ ପୁଣି କେଉଁଠି ଚାନ୍ଦି ଓ ସୁନା ଅଳଙ୍କାର ଓ ମେଢ଼ର ଅଘୋଷିତ…
Read More...

ଦୁର୍ଗା ଅଷ୍ଟମୀ ଦିନ କାହିଁକି କରାଯାଏ କନ୍ୟା ପୂଜନ ! ଜାଣନ୍ତୁ ଏହି କଥା

ନବରାତ୍ରୀରେ ସପ୍ତମୀ ତିଥିରୁ କନ୍ୟା ପୂଜନ ଆରମ୍ଭ ହୋଇଥାଏ ଏବଂ ଏହି ସମୟରେ କନ୍ୟାଙ୍କୁ ଘରକୁ ଡାକି ତାଙ୍କର ସେବା ସକ୍ରାର କରାଯାଏ । କନ୍ୟାଙ୍କୁ ଧରିତ୍ରୀରେ ଦେବୀର ରୂପ ଭାବେ ଦେଖାଯାଏ । ଅଷ୍ଟମୀ ଦିନରେ ଛୋଟ ଛୋଟ କନ୍ୟାଙ୍କୁ ଦେବୀଙ୍କ ରୂପ ଭାବି ତାଙ୍କର ସ୍ୱାଗତ କରାଯାଏ । ବିଶ୍ୱାସ…
Read More...

ଦଶହରାରେ ଉଠୁଛି ପଡୁଛି ସ୍ମାର୍ଟ ସିଟିରୁ ସିଲଭର ସିଟି : ଆଜି ପୀଠେ ନବମୀ ଓ ପୂଜାମଣ୍ଡପରେ ମହାଅଷ୍ଟମୀ ପୂଜା

କନକ ବ୍ୟୁରୋ : ଆଜି ମହା ଅଷ୍ଟମୀ । ମା’ ଦୁର୍ଗାଙ୍କ ଆଗମନରେ ଉତ୍ସବମୁଖର ଗାଁଠୁ ସହର । ସୁଦୃଶ୍ୟ ତୋରଣ ଓ ସାଜସଜା ଠାରୁ ଆରମ୍ଭ କରି ସୁନା, ରୁପା ଖଚିତ ମେଢରେ ଝଲସୁଛି ପୂଜା ପେଣ୍ଡାଲ । ଟ୍ୱିଇନ୍ ସିଟି ସମେତ ରାଜ୍ୟର ପୁର ପଲ୍ଲୀରେ ଖୁବ ଧୁମଧାମରେ ଚାଲିଛି ଦେବୀ ଦୁର୍ଗାଙ୍କ ଆରାଧନା ।…
Read More...

ଦର୍ଶନ ଦେଲେ ମା : ପାର୍ବଣର ରଙ୍ଗ ଧୀରେଧୀରେ ହେଉଛି ଗାଢ଼

କନକ ବ୍ୟୁରୋ : ପାର୍ବଣର ରଙ୍ଗ ଧୀରେଧୀରେ ଗାଢ଼ ହେଉଛି। ଅସହ୍ୟ ଗୁଳୁଗୁଳି ନାକେଦମ କରୁଥିଲେ ହେଁ ପୂଜା ମଣ୍ଡପର ଭିଡ଼ ଅସମ୍ଭାଳ ହୋଇଛି। ଚକ୍ଷୁଦାନ ପରେ ମଣ୍ଡପରେ ମା’ଙ୍କୁ ଦର୍ଶନ ପାଇଁ କାଲି ସକାଳୁ ପୂଜା ମଣ୍ଡପ ସମ୍ମୁଖ ଲୋକାରଣ୍ୟ ହୋଇଯାଇଥିଲା। ମଧ୍ୟାହ୍ନରେ ବର୍ଷାର ଆଭାସ ମିଳିଥିଲେ ହେଁ…
Read More...

ଚମକିଲା ସୁନା ଚାନ୍ଦିର ମେଢ ! ଦଶହରାରେ ଉଠୁଛି ପଡୁଛି ସ୍ମାର୍ଟ ସିଟିରୁ ସିଲଭର ସିଟି

କନକ ବ୍ୟୁରୋ : ସିଲଭରସିଟିରେ ଚାନ୍ଦି ମେଢର ଆସର । ମହଣ ମହଣ ସୁନାରେ ସଜ୍ଜିତ ହୋଇଛନ୍ତି ଜଗଦଜନନୀ ମା’ ଦୁର୍ଗା । ଝଲସି ଉଠୁଛି ରୌପ୍ୟନଗରୀ । ଚାନ୍ଦିମେଢ଼ରେ ସଜେଇ ହୋଇଛି କଟକ ସହରର ୨୪ଟି ପୂଜା ମଣ୍ଡପ । ଦରଘାବଜାରୁ ଆରମ୍ଭ କରି ମଙ୍ଗଳବାଗ, ରାଣୀହାଟ, ଖାନନଗର ଏବଂ ଚୌଧୁରୀ ବଜାର ସବୁଠି ମା’…
Read More...

ଗୋଟିଏ ଦିନରେ କରନ୍ତୁ ଦେବୀ ଦର୍ଶନ ! ରାଜଧାନୀର ବଡ ବଡ ପୂଜା ମଣ୍ଡପ ପାଇଁ ଆମେ ସାଜିବୁ ଆପଣଙ୍କ ଗାଇଡ୍ . . ପଢନ୍ତୁ…

କନକ ବ୍ୟୁରୋ : ଚାଲିଛି ମହିଷାମର୍ଦ୍ଦିନୀ ମା’ ଦୁର୍ଗାଙ୍କ ପୂଜା । ଧରାବତରଣ କରିଛନ୍ତି ମା’ ଜଗଦଜନନୀ  ।  ଧରାପୃଷ୍ଠକୁ ଓହ୍ଲାଇବା ପରେ ଉତ୍ସବମୁଖର ହୋଇ ଉଠିଛି ପରିବେଶ । ସୁନା ଓ ରୁପାର ତାରକସି କାମ ପାଇଁ କଟକ ଦୁର୍ଗାପୂ୍ଜା ପସିଦ୍ଧ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରର ଆକର୍ଷଣ ହେଉଛି…
Read More...

ଭୁବନେଶ୍ୱରରେ ମା’ଙ୍କର ମହାସପ୍ତମୀ ପୂଜା ! ପୂଜାର୍ଚ୍ଚନା ସାଙ୍ଗକୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ମନଲୋଭା ତୋରଣ

କନକ ବ୍ୟୁରୋ : ଭୁବନେଶ୍ୱରରେ ମହାସପ୍ତମୀର ଧୁମ । ସହରରେ ପ୍ରତି ମଣ୍ଡପରେ ମାଙ୍କ ପୂଜାର୍ଚ୍ଚନା ଚାଲିଥିବାବେଳେ କିଛି ସ୍ଥାନରେ ଆକର୍ଷଣ ସାଜିଛି ଆକର୍ଷଣୀୟ ତୋରଣ । ନୟାପଲ୍ଲୀ, ଷ୍ଟେସନବଜାର, ବରମୁଣ୍ଡା, ସହିଦନଗର, ବମିଖାଲ, ରସୁଲଗଡ, ଝାରପଡା ଓ ଲକ୍ଷୀସାଗରରେ ତିଆରି ହୋଇଛି ଆକର୍ଷଣୀୟ ତୋରଣ…
Read More...