Browsing Category

ଜନାଦେଶ

ଲଗାତାର ଦୁଇ ରାଉଣ୍ଡରେ ବିଜେଡି ଆଗୁଆ: ୧୭ ପରେ ୧୮ତମ ରାଉଣ୍ଡରେ ବି ସ୍ୱରୂପ ଦାସ ୩୩୮ ଭୋଟରେ ଆଗୁଆ

କନକ ବ୍ୟୁରୋ: ବାଲେଶ୍ୱରରେ ମଧ୍ୟାହ୍ଣ ଭୋଜନ ବିରତି ପରେ ଗଣତି ତ୍ବରାନ୍ବିତ ହେଉଛି। ଇତିମଧ୍ୟରେ ୧୭ ରାଉଣ୍ଡ ଗଣତି ଶେଷ ହୋଇଛି। ଦ୍ବାଦଶରୁ ଚତୁର୍ଦ୍ଦଶ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିବା ବେଳେ ୧୫ ଓ ୧୬ତମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ଆଗରେ ରହିଥିଲେ । ତେବେ ପୁଣି…
Read More...

କମୁଛି କେଟିଲିର ମାର୍କ । କାମ ଦେଲାନି ବେଣୁଙ୍କ ପାଇଁ ମର୍ସିଡିଜ୍ ପ୍ରଚାର ? ସଦର ଦୌଡର ବହୁ ଦୂରରେ ବେଣୁ ମଉସା । ୧୭…

କନକ ବ୍ୟୁରୋ: ବାଲେଶ୍ୱର ବ୍ୟାଟେଲ ଗ୍ରାଉଣ୍ଡରେ ବହୁ ପଛରେ ବେଣୁ ମଉସା । ସଦର ସର୍ଦ୍ଦାର ହେବାକୁ ଯେଉଁ ଦୌଡ ଚାଲିଛି ସେ ରେସର ବହୁ ଦୂରରେ ରହିଛନ୍ତି ସଦରର ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ । ଗତ ୩ ତାରିଖ ଦିନ ପରୀକ୍ଷା ହୋଇଥିବା ବେଳେ ଆଜି ବାହାରୁଛି ଫଳ । ଅର୍ଥାତ ନେତାଙ୍କ ଉପରେ ରାୟ…
Read More...

ବାଲେଶ୍ୱରରେ ବିଜେଡି-ବିଜେପି ଛକାପଞ୍ଝା: ୧୫ ଓ ୧୬ତମ ରାଉଣ୍ଡରେ ଆଗରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ; ମୋଟ ୬,୧୦୮ ଭୋଟ…

କନକ ବ୍ୟୁରୋ: ସମୟ ଗଡୁଛି, ଗଣତି ସରୁଛି । ହେଲେ ସ୍ପଷ୍ଟ ହେଉନି ନେତାଙ୍କ ଭାଗ୍ୟ । ତିର୍ତ୍ତୋଲର ବିଜେଡି ଏକତରଫା ଭାବେ ଭୋଟ୍ ହାତେଇ ଚାଲିଥିବା ବେଳେ ବାଲେଶ୍ୱରରେ କିନ୍ତୁ ବିଜେପି-ବିଜେଡି ଭିତରେ ଚାଲିଛି ଛକାପଂଝା । କେତେବେଳେ ବିଜେପି ଆଗରେ ରହୁଛି ତ ପୁଣି କେତେବେଳେ ବିଜେଡି ଆଗରେ ।…
Read More...

ତିର୍ତ୍ତୋଲରେ ୧୪ ତମ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଆଗରେ । ମୋଟ ୨୦୯୪୬ ଭୋଟରେ ବିଜୟ ଅଭିମୁଖେ ବିଜେଡି…

କନକ ବ୍ୟୁରୋ: ୧୪ ପର୍ଯ୍ୟାୟ ଭୋଟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ  ସ୍ୱରୂପ ଦାସଙ୍କୁ  ୩୧୦୨ ଭୋଟ , ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତ ୨୫୭୪ ଏବଂ କଂଗ୍ରେସ ପ୍ର୍ାର୍ଥୀ ମମତା କୁଣ୍ଡୁଙ୍କୁ ମିଳିଛି ମାତ୍ର ୧୩୦ଟି ଭୋଟ୍ । ସେହିଭଳି ୧୪ ରାଉଣ୍ଡ ଶେଷ ସୁଦ୍ଧା ମାତ୍ର  ୬ ହଜାର ୪୭୬ ଖଣ୍ଡ…
Read More...

ତିର୍ତ୍ତୋଲରେ ଗଡି ଚାଲିଛି ‘ବିଜୟ’ ରଥ । ୧୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ । କିଏ ପିନ୍ଧିବ ତିର୍ତ୍ତୋଲ ତାଜ ?…

କନକ ବ୍ୟୁରୋ: ତିର୍ତ୍ତୋଲରେ ଆଗେଇ ଚାଲିଛି ବିଜେଡି । ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗରେ ରହିଛି । ୧୩ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ୧୯ ହଜାର ୨୬୪ ଭୋଟରେ ଆଗରେ ରହିଛି । ତେବେ ୧୩ ରାଉଣ୍ଡରେ ବିଜେଡିର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୩୧୧୪ ଭୋଟ, ବିଜେପିକୁ ୨୦୯୨ ଭୋଟ ମିଳିଥିବା…
Read More...

ବାଲେଶ୍ୱରରେ ବିଜେପି, ତିର୍ତ୍ତୋଲରେ ବିଜେଡି ଆଗରେ: ୧୩ ରାଉଣ୍ଡରେ ବାଲେଶ୍ୱରରେ ୩୬୦ ଭୋଟରେ ବିଜେପି ଆଗୁଆ;…

କନକ ବ୍ୟୁରୋ: ବାଲେଶ୍ୱର-ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟ୍ ଗଣତିର ଆସିଲା ୧୩ ରାଉଣ୍ଡ ଫଳାଫଳ । ତେବେ ଏହି ଆସନରେ ବି ଆଗୁଆ ରହିଛି ବିଜେଡି । ବିଜୟର ଗୋଟିଏ ପରେ ଗୋଟିଏ ସୋପାନକୁ ଚଢି ଚାଲିଛି ବିଜୁ ଜନତା ଦଳ । ତେବେ ତିର୍ତ୍ତୋଲ ଆସନରେ ଭୋଟ୍ ଗଣତିର ୧୩ ରାଉଣ୍ଡ ଶେଷ ସୁଦ୍ଧା ବାଜି…
Read More...

ସନ୍ଧ୍ୟା ସୁଦ୍ଧା ସରିବ ଗଣତି, ବାହାରିବ ଫଳାଫଳ । କରୋନା ଗାଇଡଲାଇନ ମାନି ଗଣତି ହେଉଥିବାରୁ ହେଉଛି ବିଳମ୍ବ । ଦୁଇଟି…

କନକ ବ୍ୟୁରୋ: ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ଆଗେଇ ଚାଲିଛି ଭୋଟ ଗଣତି । ଫଳାଫଳ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ପ୍ରେସମିଟ । ତିର୍ତ୍ତୋଲରେ ୧୨ ରାଉଣ୍ଡ ଓ ବାଲେଶ୍ୱରରେ ୧୨ ରାଉଣ୍ଡ ଗଣତି ସରିଛି । ତିର୍ତ୍ତୋଲରେ ବିଜେଡିର ବିଜୟ ଶଙ୍କର ଦାଶ ଆଗରେ ରହିଛନ୍ତି…
Read More...

ବାଲେଶ୍ୱର, ତିର୍ତ୍ତୋଲରେ ଗଡି ଚାଲିଛି ବିଜେଡିର ବିଜୟ ରଥ । ୧୨ ରାଉଣ୍ଡ ସୁଦ୍ଧା ବାଲେଶ୍ୱରରେ ଆଗରେ ରହିଛି ବିଜେଡି ।

କନକ ବ୍ୟୁରୋ: ଓଡିଶାର ଦୁଇଟି ଉପ ନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି । ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ଭୋଟ ଗଣତି ଆଗେଇ ଚାଲିଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଛି । ଉଭୟ ଆସନରେ ଶଙ୍ଖ- ପଦ୍ମ ଭିତରେ କାଣ୍ଟେକା ଟକ୍କର ହେଉଥିବା ବେଳେ ଦୁଇଟି ରାଉଣ୍ଡକୁ ଛାଡିଦେଲେ…
Read More...

ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡ଼ି ଆଗୁଆ: ବାଲେଶ୍ୱରରେ ସ୍ୱରୁପ ଦାସ, ତିର୍ତ୍ତୋଲରେ ବିଜୟ ଶଙ୍କର ଦାସ ଆଗରେ

କନକ ବ୍ୟୁରୋ: ଚାଲିଛି ଗଣତି ଆଉ କିଛି ଘଂଟା ପରେ ସ୍ପଷ୍ଟ ହେବ ଜନା ଜନାର୍ଦ୍ଦନଙ୍କ ରାୟ । ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନରେ ଏଥର କିଏ ମାରିବ ବାଜି । କାହାକୁ ନେତା ବାଛିଛନ୍ତି ଜନତା ତାର ଫଳା ଫଳା ଆଉ ମାତ୍ର କେତେ ସମୟ ପରେ ଜଣାପଡିବ । ତେବେ ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ…
Read More...

ବାଲେଶ୍ୱରରେ ଫୁଟୁଛି ପଦ୍ମ । ଦୁଇ ରାଉଣ୍ଡରେ ଦି’ପାଦ ଆଗେଇଲା ବିଜେପି । ୬ଷ୍ଠ ଓ ୭ମ ରାଉଣ୍ଡରେ ମାନସ ଦତ୍ତ ଆଗୁଆ ।

କନକ ବ୍ୟୁରୋ: ବାଲେଶ୍ୱରରେ ବଢୁଛି ବିଜେପି । ଦୁଇଟି ରାଉଣ୍ଡରେ ବିଜେପି ବଢିଛି । ସଦର ଆସନ ପାଇଁ ଭୋଟ ଗଣତି ଚାଲିଥିବା ବେଳେ ୬ଷ୍ଠ ଓ ୭ମ ରାଉଣ୍ଡରେ ବିଜେପି ଆଗୁଆ ରହିଛି । ୬ଷ୍ଠ ରାଉଣ୍ଡରେ ବିଜେପିକୁ ୩୭୧୬ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ବିଜେଡିକୁ ୩୦୨୨ ଖଣ୍ଡ ଭୋଟ ମିଳିଛି । ତେବେ ୬ଷ୍ଠ…
Read More...