Browsing Category

ଜନାଦେଶ

ବେଣୁ ମଉସାଙ୍କ ପାଇଁ ରଣାଙ୍ଗନରେ ଦୁଇ ରାନୀ । ମଉସାଙ୍କୁ ସାଇକେଲ ପଛରେ ବସାଇ ପ୍ରଚାର କଲେ ରାନୀ ପଣ୍ଡା । ସେପଟେ…

କନକ ବ୍ୟୁରୋ : ବେଣୁ ମଉସାଙ୍କ ନାଁରେ କମ୍ପୁଛି ବାଲେଶ୍ୱର ବ୍ୟାଟେଲଗ୍ରାଉଣ୍ଡ । ପ୍ରଚାର ମୈଦାନରେ ଦୁଇ ରାନୀ । ବେଣୁ ମଉସାଙ୍କ ପାଇଁ ବାହାରିଲେ ଦୁଇ ଅଭିନେତ୍ରୀ । ପ୍ରଥମେ ରାନୀ ପଣ୍ଡା ପ୍ରଚାର ପାଇଁ ଆସିଥିଲେ ଆଉ ଏବେ ମଉସାଙ୍କ ପାଇଁ ବାଲେଶ୍ୱର ମାଟିରେ ପାଦ ଥାପିଛନ୍ତି ଆଉ ଜଣେ ଅଭିନେତ୍ରୀ…
Read More...

ବିହାର ନିର୍ବାଚନରେ ରୋଜଗାର ମୁଦ୍ଦା । କ୍ଷମତାକୁ ଆସିଲେ ୧୦ ଲକ୍ଷ ସରକାରୀ ଚାକିରି ଦେବାକୁ ଘୋଷଣା କଲା ଆରଜେଡି ।…

କନକ ବ୍ୟୁରୋ : ବିହାର ବିଧାନସଭା ପାଇଁ ୨୮ ଅକ୍ଟୋବରରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ୍ । କିନ୍ତୁ ତା ପୂର୍ବରୁ ନିର୍ବାଚନୀ ଲଢେଇ କେଉଁ ପ୍ରସଙ୍ଗରେ ହେବ, ତାର ନ୍ୟାରେଟିଭ ସ୍ଥିର କରିସାରିଛନ୍ତି ତେଜସ୍ୱୀ ଯାଦବ । କ୍ଷମତାକୁ ଆସିଲେ ୧୦ ଲକ୍ଷ ସରକାରୀ ଚାକିରି ଦେବାକୁ ଘୋଷଣା କରିଛି ଆରଜେଡି ।…
Read More...

ଓଡ଼ିଶା ରାଜନୀତିରେ କୋଭିଡ଼ ଟୀକାକୁ ନେଇ ବିବାଦ । ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ରାଜା ସ୍ୱାଇଁଙ୍କ ପ୍ରଶ୍ନ । ଯଦି ବିହାର…

କନକ ବ୍ୟୁରୋ : ଓଡ଼ିଶା ରାଜନୀତିରେ କୋଭିଡ଼ ଟୀକାକୁ ନେଇ ବିବାଦ । ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ବାଲେଶ୍ୱରରୁ ପ୍ରଶ୍ନ କରି ପଚାରିଛନ୍ତି, ବିହାରକୁ ମାଗଣାରେ କରୋନା ଟିିକା ଦେବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇ…
Read More...

କରୋନା ଟୀକା ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ । ହେଲେ ଟୀକାକୁ ନେଇ ବାଲେଶ୍ୱରରୁ ଆମେରିକା ପର୍ଯ୍ୟନ୍ତ ରାଜନୀତି ଜୋର…

କନକ ବ୍ୟୁରୋ : ବିହାରରୁ ଆମେରିକା, ଆମେରିକାରୁ ଓଡିଶାର ବାଲେଶ୍ୱର । ନିର୍ବାଚନରେ କରୋନା ଟୀକା ସାଜିଲାଣି ମୁଖ୍ୟ ମୁଦ୍ଦା । ବାଲେଶ୍ୱର ଉପନିର୍ବାଚନ ପାଇଁ ଗତକାଲି ୨ କେନ୍ଦ୍ରମନ୍ତ୍ରୀ ଜୋରଦାର ପ୍ରଚାର କରିଥିଲେ । ଏହି ପ୍ରଚାର ବେଳେ ଏହି ବିଜେପି ନେତା ମାନେ ରାଜ୍ୟ ଶାସନ କ୍ଷମତାରେ ଥିବା…
Read More...

ବିହାର ଲଢ଼େଇରେ ବରିଷ୍ଠ ବନାମ କନିଷ୍ଠ । ନୀତିଶ କୁମାରଙ୍କୁ କଡ଼ା ଟକ୍କର ଦେଉଛନ୍ତି ତେଜସ୍ୱୀ ଯାଦବ, ମୈଦାନରେ ଦୁଇଟି…

କନକ ବ୍ୟୁରୋ : ସାରା ଦେଶରେ ଏବେ ବିହାର ନିର୍ବାଚନକୁ ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଭଳି ଜଣେ ଅଭିଜ୍ଞ ରାଜନେତା ବନାମ ରାଜନୀତିରେ କନିଷ୍ଠ ତେଜସ୍ୱୀ ଯାଦବ । ବାପା ଲାଲୁ ପ୍ରସାଦ ଯାଦବ ଏକଦା ନୀତିଶଙ୍କ ବନ୍ଧୁ ଥିଲେ, ପରବର୍ତି ସମୟରେ କ୍ଷମତା ପାଇଁ ଦୁହିଁଙ୍କ ମଧ୍ୟରେ…
Read More...

ତିର୍ତୋଲ ପରେ ବାଲେଶ୍ୱର ଜନସଭାରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ । ଧର୍ମେନ୍ଦ୍ର କହିଲେ ଏସଏଚଜି…

କନକ ବ୍ୟୁରୋ : ବାଲେଶ୍ୱର ଉପନିର୍ବାଚନ ପାଇଁ ପ୍ରଚାର କରିବା ସମୟରେ ବିଜେଡି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ ଟଙ୍କା ଓ ଶାଢ଼ୀ ବାଂଟୁଥିବା ସେ ଅଭିଯୋଗ ଆଣିଛନ୍ତି । ଏଥିସହ ରାଜ୍ୟ ସରକାରଙ୍କ…
Read More...

ନା ଅଛି ଟଙ୍କା, ନା ଅଛି ଗାଡିଘୋଡା… ବିନା ମୋବାଇଲରେ, ଛିଣ୍ଡା ଚପଲରେ ଚାଲିଚାଲି ଗାଁ ଗାଁ ପ୍ରଚାର କରୁଛନ୍ତି…

କନକ ବ୍ୟୁରୋ: ନିର୍ବାଚନ କଥା ଉଠିଲେ ମନକୁ ଆସେ ପୁଳା ପୁଳା ଟଙ୍କା, ଅମାପ ଅର୍ଥବଳ, ବାହୁବଳ, ଆଉ ହାଇଟେକ ପ୍ରଚାର କଥା । ବିନା ଟଙ୍କାରେ ନିର୍ବାଚନ ଲଢିବା କଥା ଭାବିବା ଭୁଲ । ହଁ ଆପଣ କହିପାରିବେ ପୂର୍ବରୁ ଲୋକେ ବିନା ଟଙ୍କାରେ ଜିତୁଥିଲେ । ମଧୁର ବଚନ, ବଳିଷ୍ଠ ବ୍ୟକ୍ତିତ୍ୱକୁ ଦେଖି ଲୋକେ…
Read More...

ବାଲେଶ୍ୱର ସଭାରୁ ବିଜେଡ଼ିକୁ ଟାର୍ଗେଟର ଜବାବ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ: କହିଲେ ଟଙ୍କା ବାଂଟୁଥିବା ନେଇ ପ୍ରମାଣ ଥିଲେ…

କନକ ବ୍ୟୁରୋ: ବାଲେଶ୍ୱରରେ ବିଜେଡି ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତିର୍ତୋଲର ଭର୍ଚୁଆଲ୍ ରାଲି ପରେ ବାଲେଶ୍ୱର ସଦରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଜନସଭା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଭାମଂଚରୁ ଅଭିଯୋଗ କରିଛନ୍ତି , ଏସଏଚଜି ସଦସ୍ୟଙ୍କ…
Read More...

ବିହାର ନିର୍ବାଚନ ପାଇଁ ଆରଜେଡି ଜାରିକଲା ନିର୍ବାଚନୀ ଇସ୍ତାହାର: ୧୦ ଲକ୍ଷ ଚାକିରୀ , ଚାଷୀଙ୍କୁ ଋଣ ଛାଡ ସହ କ୍ଷମତାକୁ…

କନକ ବ୍ୟୁରୋ : ବିହାର ନିର୍ବାଚନରେ ଚାଲିଛି ପ୍ରତିଶୃତି ପର୍ବ । ବିଜେପି ପରେ ଆଜି ବିହାରରେ ମୁଖ୍ୟ ବିରୋଧୀଦଳ କୁହାଯାଉଥିବା ରାଷ୍ଟ୍ରୀୟ ଜନତା ଦଳ ତା'ର ନିର୍ବାଚନୀ ଇସ୍ଥାହାର ବା ସରକାରକୁ ଆସିଲେ ସେ କ’ଣ କରିବେ ଏନେଇ ଏକ ଘୋଷଣା ପତ୍ର ଜାରୀ କରିଛି । ‘ହମାରା ପଣ’ ନାମକ ଏହି ଘୋଷଣାପତ୍ର ରେ…
Read More...

ବାଲେଶ୍ୱର ସଦରରେ ବିଜେପି ହେଭିୱେଟଙ୍କ ଜୋରଦାର ପ୍ରଚାର । ରୁପସା ଦଲଦଲି ପଡିଆରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନସଭା ।…

କନକ ବ୍ୟୁରୋ : ମାରାଥନ୍ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତିର୍ତ୍ତୋଲ ପରେ ଆଜି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ଦଳ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଦର ନିର୍ବାଚନ ମଣ୍ଡଳୀରେ ହେଉଥିବା ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ମାନସ…
Read More...