ଅଭିନୟର ପ୍ରଲୋଭନ ଦେଖାଇ ପପୁ ପମପମ୍ ନାବାଳିକାଙ୍କୁ କରିଥିଲେ ଅଶାଳୀନ ବ୍ୟବହାର : ତଦନ୍ତ ରିପୋର୍ଟ

ଦେଢ ବର୍ଷ ପରେ ପରଦାକୁ ଫେରିବେ ପପୁ ! ‘ମିଷ୍ଟର କହ୍ନେୟା’ରେ ଦର୍ଶକ ଦେଖିବେ ନିଜର ପ୍ରିୟ ଅଭିନେତାଙ୍କୁ

କନକ ବ୍ୟୁରୋ : ହାସ୍ୟ ଅଭିନେତା ପପୁ ପମପମଙ୍କ କାର୍ କେଳେଙ୍କାରୀର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ଜଣେ ନାବାଳିକାଙ୍କୁ ଅଭିନୟ ସୁଯୋଗ ଦେବାର ପ୍ରଲୋଭନ ଦେଖାଇ ଯୌନ ନିର୍ଯାତନା ସଂପର୍କୀତ ମାମଲାରେ ଶିଶୁ ମଙ୍ଗଳ କମିଟି ଓ ପୋଲିସ ଦ୍ୱାରା କରାଯାଇଥିବା ତଦନ୍ତର ରିପୋର୍ଟ କନକ ନ୍ୟୁ୍ଜର ହସ୍ତଗତ ହୋଇଛି । ଏହି ରିପୋର୍ଟରେ କୁହାଯାଇଛି, କାର ଭିତରେ ପପୁ ପମପମ ନାବାଳିକାଙ୍କୁ ପ୍ରଥମେ ପ୍ରଲୋଭନ ଦେଖାଇଥିଲେ ଏବଂ ପରେ ଜୋରଜବରଦସ୍ତ ତାଙ୍କୁ ଛୁଇଁବା ପାଇଁ ଉଦ୍ୟମ କରିଥିଲେ ।

ଦେଖନ୍ତୁ ଏହି ରିପୋର୍ଟ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe