ଫିଲ୍ମି ଫ୍ରାଇଡେରେ ରିଲିଜ ହୋଇଛି ଓଲିଉଡ ଫିଲ୍ମ "ବାୟ ବାୟ ଦୁବାଇ'

ଫିଲ୍ମି ଫ୍ରାଇଡେରେ ରିଲିଜ ହୋଇଛି ଓଲିଉଡ ଫିଲ୍ମ "ବାୟ ବାୟ ଦୁବାଇ'

ଫିଲ୍ମି ଫ୍ରାଇଡେରେ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଓଲିଉଡ ଫିଲ୍ମ "ବାୟ ବାୟ ଦୁବାଇ '। ଫିଲ୍ମର ଲିଡ ରୋଲରେ ଓଲିଉଡର ହିଟ ଯୋଡି ସବ୍ୟସାଚି , ଅର୍ଚିତା ଓ ବୁଦ୍ଧ୍ୟାଦିତ୍ୟ ନଜର ଆସିଛନ୍ତି । ଏମାନଙ୍କ ବ୍ୟତିତ ମିହିର ଦାସ , ବିଜୟ ମହାନ୍ତି, ଅନିତା ଦାସ ପପୁ ପମପମ ପ୍ରମୁଖ ଗୁରୁତ୍ୱପୁର୍ଣ୍ଣ ଭୂମିକାରେ ଅଛନ୍ତି । ଫିଲ୍ମର ଅଧିକାଂଶ ସୁଟିଙ୍ଗ ଦୁବାଇରେ ହୋଇଥିବାରୁ ପ୍ରଥମ ଥର ପାଇଁ ଦର୍ଶକ ଓଡିଆ ଫିଲ୍ମରେ ଫରେର୍ଣ୍ଣ ଲୋକେସନର ମଜା ଉଠାଇପାରିବେ ।ଏହାଛଡା ପମି, ତପୁ ମିଶ୍ର, ବିଭୁ କିଶୋରଙ୍କ ଭଳି ନାମି ଦାମି ସିଙ୍ଗରଙ୍କ ଭଏସ ଶୁଣିବାକୁ ମିଳିଛି ଏହି ଫିଲ୍ମରେ । ବିବାଦ ପରେ ପପୁଙ୍କ ଏହା ପ୍ରଥମ ଫିଲ୍ମ ଥିବାରୁ ଦର୍ଶକ ଏହାକୁ ନେଇ ବେଶ ଉସୁôକ ଥିବା ଦେଖିବାକୁ ମିଳିଛି । ଓଲିଉଡର ଏହି ହାଇ ବଜେଟ ଫିଲ୍ମର ନିର୍ଦେଶନା ଦେଇଛନ୍ତି ଭେଟରେନ୍ ନିର୍ଦେଶକ ବସନ୍ତ ସାହୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe