ଅବେଳରେ ଅଫର୍ ! ଅଧା ଦାମରେ ମିଳୁଛି ଟିଭି,ଏସି ଓ ଫ୍ରିଜ୍ , ବ୍ୟବସାୟୀଙ୍କୁ ଘାରିଛି ଜିଏସଟି ଭୟ

224

କନକ ବ୍ୟୁରୋ : ଅବେଳରେ ଅଫର୍ । ବଜାରରେ ଚାଲିଛି ବମ୍ପର ସେଲ । ଏସି, ଫ୍ରିଜ, ଏଲଇଡି ଟିଭି ଓ ମୋବାଇଲ ହ୍ୟାଣ୍ଡସେଟ୍ ଉପରେ ବ୍ୟବସାୟୀ ଦେଉଛନ୍ତି ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି । ଦଶହରା, ଦୀପାବଳି ନଥାଇ ଏଭଳି ଅଫରର ବର୍ଷା, ଗ୍ରାହକଙ୍କୁ ବି ଆକୃଷ୍ଟ କରୁଛି । ଆଉ ରାଜଧାନୀର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଘରୋଇ ଉପକରଣ କିଣିବାକୁ ଲାଗୁଛି ଲୋକଙ୍କ ଗହଳି ।

ଦେଖନ୍ତୁ ଏହି ଭିଡ଼ିଓ –