ଅବେଳରେ ଅଫର୍ ! ଅଧା ଦାମରେ ମିଳୁଛି ଟିଭି,ଏସି ଓ ଫ୍ରିଜ୍ , ବ୍ୟବସାୟୀଙ୍କୁ ଘାରିଛି ଜିଏସଟି ଭୟ

120

କନକ ବ୍ୟୁରୋ : ଅବେଳରେ ଅଫର୍ । ବଜାରରେ ଚାଲିଛି ବମ୍ପର ସେଲ । ଏସି, ଫ୍ରିଜ, ଏଲଇଡି ଟିଭି ଓ ମୋବାଇଲ ହ୍ୟାଣ୍ଡସେଟ୍ ଉପରେ ବ୍ୟବସାୟୀ ଦେଉଛନ୍ତି ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି । ଦଶହରା, ଦୀପାବଳି ନଥାଇ ଏଭଳି ଅଫରର ବର୍ଷା, ଗ୍ରାହକଙ୍କୁ ବି ଆକୃଷ୍ଟ କରୁଛି । ଆଉ ରାଜଧାନୀର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଘରୋଇ ଉପକରଣ କିଣିବାକୁ ଲାଗୁଛି ଲୋକଙ୍କ ଗହଳି ।

ଦେଖନ୍ତୁ ଏହି ଭିଡ଼ିଓ –

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.