ରିଲିଜ ହେଲା ବ୍ରୁଶ୍ ଲିଙ୍କ ବାୟୋପିକ୍ ଫିଲ୍ମ ‘ବର୍ଥ ଅଫ୍ ଦ ଡ୍ରାଗନ୍ ’

ରିଲିଜ ହେଲା ବ୍ରୁଶ୍ ଲିଙ୍କ ବାୟୋପିକ୍ ଫିଲ୍ମ ‘ବର୍ଥ ଅଫ୍ ଦ ଡ୍ରାଗନ୍ ’

source-.maactioncinema.com/

FILE PHOTO OF CHINESE AMERICAN ACTOR BRUCE LEEଅଭିନେତା ଓ ମାର୍ଶାଲ ଆର୍ଟିଷ୍ଟ ବ୍ରୁଶ୍ ଲିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ବର୍ଥ ଅଫ୍ ଦ ଡ୍ରାଗନ୍’ର ଟ୍ରେଲର ରିଲିଜ ହୋଇଛି ।

ଏଥିରେ ଲି କେମିତି ଜଣେ ସାଧାରଣ ଜୀବନରୁ ମାର୍ଶାଲ୍ ଆର୍ଟ ଶିଖିବା ଓ ଫିଲ୍ମରେ ତାଙ୍କର ସଫରକୁ ଦେଖା ଯାଇଛି । ଏହି ଫିଲ୍ମରେ ଅଭିନେତା ଫିଲିପ୍ ଏନଜୀ , ଲି’ଙ୍କ ଚରିତ୍ରରେ ନଜର ଆସିଛନ୍ତି । ଟୋରଂଟୋ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ଏହି ଫିଲ୍ମ ମଧ୍ୟ ପ୍ରଦର୍ଶିତ ହୋଇସାରିଛି ।

ଦେଖନ୍ତୁ ଏହି ଫିଲ୍ମର ଟ୍ରେଲର ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe