୧୦ କିଲୋ ବ୍ରାଉନସୁଗାର ଜବତ: ଆନୁମାନିକ ମୂଲ୍ୟ ୧୧ କୋଟିରୁ ଅଧିକ

୧୦ କିଲୋ ବ୍ରାଉନସୁଗାର ଜବତ: ଆନୁମାନିକ ମୂଲ୍ୟ ୧୧ କୋଟିରୁ ଅଧିକ

କନକ ବ୍ୟୁରୋ: ଚଳିତ ବର୍ଷ ସବୁଠାରୁ ବଡ଼ ପରିମାଣ ବ୍ରାଉନସୁଗାର ଜବତ କରିଛି ପୋଲିସ । ୧୦ କେଜିର ବ୍ରାଉନସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୧ କୋଟିରୁ ଅଧିକ ହେବ । ଏନେଇ ସୂଚନା ଦେଲେ ଆଇଜି ହିମାଂଶୁ ଲାଲ । ଏହି ଘଟଣାରେ ୬ ଜଣ ଧଳା ଜହର ବ୍ୟବସାୟୀ ଗିରଫ ହୋଇଛନ୍ତି । ମୁଖ୍ୟ ଅଭିଯୁକ୍ତ ମଧ୍ୟପ୍ରଦେଶର ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe