୩ ଜଣ ମୋଷ୍ଟ ୱାଂଟେଡଙ୍କ ସମ୍ପର୍କରେ ସୂଚନା ପାଇଁ ବିଜ୍ଞପ୍ତି ଜାରି କଲା ଇଓଡବ୍ଲ୍ୟୁ : ମୋଷ୍ଟ ୱାଂଟଡ଼ ତ୍ରିବେଣୀ ମହାନ୍ତି, ଗୋଲଡେନ୍ ବାବା ଏବଂ ଆଦିତ୍ୟ ଦାସଙ୍କ ବିଷୟରେ ଜଣାଇଲେ ମିଳିବ ପୁରସ୍କାର; ସୂଚନା ଦେଉଥିବା ବ୍ୟକ୍ତି ନାମ ରହିବ ଗୋପନ

14