୨୪ ଘଂଟାରେ ୨୪ ହଜାରରୁ ବି ଅଧିକ କରୋନା ସଂକ୍ରମଣ ବାହାରୁ ଥିବାରୁ ବଢିଲା ଚିନ୍ତା : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ସତର୍କ ନହେଲେ ବଢ଼ିବ ସଂକ୍ରମଣ, ଏପଟେ ପ୍ରତିଦିନ ୧ ଲକ୍ଷ ବୟସ୍କଙ୍କ ଟିକାକରଣ ଟାର୍ଗେଟ; ଖରାକୁ ଦୃଷ୍ଟିରେ ରଖି ୭ଶହକୁ ବୃଦ୍ଧି ପାଇଲା ଟିକା କେନ୍ଦ୍ର

8