୨୪ଘଂଟାରେ ରାଜ୍ୟରେ ୬୩୮ନୂଆ ଆକ୍ରାନ୍ତ ଚିହ୍ନଟ, ୭ ମୃତ : ଶୁନରୁ ୧୮ ବର୍ଷ ଭିତରେ ୯୩ ପଜିଟିଭ ଚିହ୍ନଟ, ୫୭ ହଜାର ୩୦୩ ନମୁନା ପରୀକ୍ଷା, ପଜିଟିଭ ହାର ୧ ଦଶିମକ ୧୧ ପ୍ରତିଶତ

8