୨୨ ବର୍ଷ ପରେ ଗିରଫ ହେଲା ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ : ପୀଡିତା କହିଲେ, ଅଭିଯୁକ୍ତକୁ ଦିଆଯାଉ ଫାଶୀ, ନହେଲେ ଆଜୀବନ କାରାଦଣ୍ଡ; ସଫଳତା ପାଇଁ କମିସନରେଟ ପୁଲିସକୁ ଦେଲେ ଧନ୍ୟବାଦ

9