୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ରାଜ୍ୟରେ ନାହିଁ ଦ୍ୱିତୀୟ ଡ଼ୋଜ୍ ଟିକା : ୪୫ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଥିବା ଟିକାକୁ କମ୍ ବୟସ୍କଙ୍କ ପାଇଁ ବ୍ୟବହାର ଅନୁମତି ଦେଉନି କେନ୍ଦ୍ର; ସେପଟେ କୋଭାକ୍ସିନ୍ ଅଭାବ ଦୁର ପାଇଁ ବିକଳ୍ପ ଚିନ୍ତା କରୁଛି ବିଏମସି, ରାଜଧାନୀରେ ବି ଦିଆଯାଇପାରେ କୋଭିସିଲ୍ଡ ଟିକା

8