୧୬ରୁ ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ : କୋଭିଡ ନିୟମ ମାନି ବିଶ୍ୱବିଦ୍ୟାଳୟ ଓ ହୋଷ୍ଟେଲ ଖୋଲିବାକୁ ଶିକ୍ଷା ବିଭାଗର ନିଷ୍ପତି; ପିଜି ପ୍ରଥମ ବର୍ଷ ଓ ପ୍ରି ଡିଗ୍ରୀ ପିଲାଙ୍କ ହେବ ପାଠପଢା, ଅନଲାଇନରେ ଚାଲିବ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା

12