ହରିଦ୍ୱାରର କୁମ୍ଭମେଳାରେ ଭୟଙ୍କର ଭିଡ : କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ; ନା ପାଳନ ହେଉଛି ସାମାଜିକ ଦୂରତା ନା ଲୋକେ ପିନ୍ଧୁଛନ୍ତି ମାସ୍କ, କିଛି ସାଧୁ ସଂକ୍ରମିତ ହେବା ପରେ ବଢିଲା ଚିନ୍ତା

8