ସ୍ୱଚ୍ଛ ଭାରତ ମିଶନ ସହରାଂଚଳ ଟୁ ପଏଂଟ ଓ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ : କହିଲେ ଅଳିଆ ମୁକ୍ତ ହେବ ଦେଶର ସମସ୍ତ ସହର, ଘରେ ଘରେ ପହଂଚିବ ବିଶୁଦ୍ଧ ପାନୀୟ ଜଳ, କାର୍ଯ୍ୟକ୍ରମରେ ସାମିଲ ହୋଇ ନବୀନ କହିଲେ ୨୦୨୨ ଡ଼ିସେମ୍ବର ସୁଦ୍ଧା ସମସ୍ତ ଘରକୁ ମିଳିବ ବିଶୁଦ୍ଧ ପାନୀୟ ଜଳ

9