ସୁସ୍ଥ ହେଉଛନ୍ତି ବିରୋଧି ଦଳର ନେତା ପ୍ରଦିପ୍ତ ନାୟକ : କୋଭିଡ଼ରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱର ଏମ୍ସରେ ଜାରି ରହିଛି ଚିକିତ୍ସା; ଅସମୟରେ ଠିଆ ହୋଇଥିବାରୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଲେ ଧନ୍ୟବାଦ

26