ସୁଶାନ୍ତ ସିଂହ ମୃତ୍ୟୁ ମାମଲା ହେବ ସିବିଆଇ ଯାଂଚ : ସୁପାରିଶ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ସିବିଆଇ ଯାଂଚ ପାଇଁ ଅନୁରୋଧ କରିଥିଲେ ସୁଶାନ୍ତଙ୍କ ବାପା; ସମସ୍ତଙ୍କ ମନରେ ପ୍ରଶ୍ନ, ସୁଶାନ୍ତ ମୃତ୍ୟୁ ମାମଲାର ସତ କ’ଣ?

10