ସୁନ୍ଦରଗଡରେ ଦୃଷ୍ଟିବାଧିତ ଶିକ୍ଷୟିତ୍ରୀଙ୍କୁ ପୁଣି ଚାକିରି ଦେଲେ ସରକାର : ଦାୟିତ୍ୱନିର୍ବାହରେ ଅକ୍ଷମ ଦର୍ଶାଇ ତପେଶ୍ୱରୀ ପାଣ୍ଡାଙ୍କୁ ଦିଆଯାଇଥିଲା ବାଧ୍ୟତାମୂଳକ ଅବସର; କନକନ୍ୟୁଜରେ ଖବର ପ୍ରସାରଣ ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ

9