ସୁନାଚେନ୍ ଝାମ୍ପିନେଲେ ଲୁଟେରା : ସିସିଟିଭିରେ କଏଦ ହେଲା ଘଟଣା, ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ତଳେ ପକାଇ ଝାମ୍ପିନେଲେ ଚେନ୍; ଲକ୍ଷ୍ମୀସାଗର ଓସ୍କାର ସିଟି ଅଂଚଳରେ ରାତି ୩ଟା ୨୦ରେ ଫୁଲ ତୋଳିବାକୁ ଯାଇଥିବା ବେଳେ ଘଟିଛି ଘଟଣା

8