ସୀମା ବିବାଦ ନେଇ ପ୍ରତିକ୍ରିୟା ରଖିଲେ ଆନ୍ଧ୍ର ବିଧାନପରିଷଦର ଅଧ୍ୟକ୍ଷ : ମହମ୍ମଦ ଅହମ୍ମଦ ସରିଫ କହିଲେ, ଆପୋଷ ଆଲୋଚନାରେ ହୋଇପାରିବ ସମାଧାନ; ମନ୍ତ୍ରୀ ସ୍ତରୀୟ ଆଲୋଚନା ନେଇ ଦେଲେ ସୂଚନା, ଏପଟେ ସୀମା ବିବାଦର ସମାଧାନ ପାଇଁ ବ୍ୟକ୍ତିଗତ ଭାବେ ପ୍ରସ୍ତାବ ଦେଲେ ମନ୍ତ୍ରୀ ସମୀର ଦାଶ

5