ସୀମାରେ ଉତେଜନା ଭିତରେ ଅଚାନକ ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ : ସାଥୀରେ ଅଛନ୍ତି ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନରାଲ ବିପିନ ରାୱତ ; ଆଇଟିବିପି ଯବାନଙ୍କ ସହ ଆଲୋଚନା,ବରିଷ୍ଠ ଅଧିକାରୀଙ୍କଠାରୁ ବର୍ତମାନର ପରିସ୍ଥିତି ନେଇ ତଥ୍ୟ ସଂଗ୍ରହ

7