ସିଲ୍ ହେଲା ଓୟୋ ହୋଟେଲ ଭରତପୁର କଳିଙ୍ଗନଗର ଫେଜ-୨ ରେ ଥିବା ହେମାଲତା ପ୍ୟାଲେସକୁ ସିଲ କଲା କମିସନରେଟ ପୋଲିସ । ଗତକାଲି ସେକ୍ସ ରାକେଟ ଚାଲୁଥିବା ନେଇ ଓୟୋରେ ଚଢ଼ାଉ ହୋଇଥିଲା, ଉଦ୍ଧାର ହୋଇଥିଲେ ୮ ବଙ୍ଗୀୟ ଯୁବତୀ ।

11