ସିବିଏସଇ ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ପଦ୍ଧତିକୁ ନେଇ ବଢ଼ିଲା ଅସନ୍ତୋଷ : ସୁପ୍ରିମକୋର୍ଟର ଦ୍ୱାରସ୍ତ ହେଲେ ୧୧ଶହ ୫୨ ଛାତ୍ରଛାତ୍ରୀ, ଦଶମ-ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ମାର୍କ ଆଧାରରେ ମୂଲ୍ୟାୟନ କରିବାକୁ ନିଷ୍ପତି ନେଇଛନ୍ତି ସିବିଏସଇ କର୍ତୃପକ୍ଷ

7