ସାଧୁସନ୍ଥ, ଭିକାରୀ, କଏଦୀ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଦିଆଯିବ କରୋନା ଟିକା : ପରିଚୟ ପତ୍ର ନଥିଲେ ବି ସ୍ୱତନ୍ତ୍ର ଟିକା ଅଭିଯାନରେ ହେବେ ସାମିଲ; ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କୋୱିନ ପୋଟାଲରେ ହେବ ସ୍ୱତନ୍ତ୍ର ଅଧିବେସନ

8