ସରିଲା ଦେବଦମ୍ପତିଙ୍କ ବାହାଘର : କଟକଣା ଭିତରେ ସମ୍ବଲପୁରରେ ଚାଲିଛି ଶୀତଳଷଷ୍ଠୀ; ବର ବେଶରେ ଜଗଦମ୍ବାଙ୍କ ପାଣି-ଗ୍ରହଣ କଲେ ମହାଦେବ, ସୀମିତ ଲୋକଙ୍କୁ ନେଇ ହେଲା ବିବାହ ଉତ୍ସବ, ମଙ୍ଗଳ ଆଳତି ପରେ ଚାଲିଛି ଯୁଗଳ ମୂର୍ତି ଦର୍ଶନ

11