ସରିନି ଚାଷୀଙ୍କ ଧାନ, ରାଜ୍ୟରେ ବନ୍ଦ ହୋଇଗଲା ମଣ୍ଡି : ବିରୋଧୀ କହିଲେ ବିଧାନସଭାରେ ପ୍ରତିଶ୍ରୁତି ଦେଇ ଠକିଦେଲେ ସରକାର, ବିଜେଡି କହିଲା ଏଥର କିଣାଯାଇଛି ୧୮ ପ୍ରତିଶତ ଅଧିକ ଧାନ; ବିଧାନସଭାରେ ଚର୍ଚ୍ଚା କରନ୍ତୁ ବିରୋଧୀ

9