ସମୁଦ୍ରରେ ବାତ୍ୟା ଆକାରରେ ସ୍ଥଳଭାଗ ଆଡକୁ ମୁହାଁଇ ଚାଲିଛି ୟାଶ : ଉପକୂଳ ଓଡିଶାରେ ଅନୁଭବ ହେଲାଣି ପ୍ରଭାବ, କେନ୍ଦ୍ରପଡା, ବାଲେଶ୍ୱର ଓ ଜଗତସିଂହପୁରରେ ଆରମ୍ଭ ହେଲାଣି ବର୍ଷା ପବନ; ପାରାଦୀପ ଆଙ୍କରେଜ୍ରେ ଥିବା ବିଶାଳ ଜାହାଜକୁ ଗଭୀର ସମୁଦ୍ରକୁ ପଠାଇବା ପାଇଁ ବନ୍ଦର କର୍ତୃପକ୍ଷଙ୍କ ଉଦ୍ୟମ

10