ସଟଡ଼ାଉନ୍ ଯୋଗୁଁ ମେ ୧ ଓ ୨ ତାରିଖରେ ବନ୍ଦ ରହିବ ଟିକାକରଣ : ୧୮ ବର୍ଷରୁ ଅଧିକା ବୟସ୍କଙ୍କ ପାଇଁ ଆଜି ଆସୁଛି କୋଭାକ୍ସିନ୍ ଟିକା, ହେଲେ କେବେ ଆସିବ କୋଭିସିଲ୍ଡ, ସରକାରଙ୍କ ପାଖରେ ନାହିଁ ସୁଚନା; ଭୁବନେଶ୍ୱର ଛଡ଼ା ଅନ୍ୟାନ ସ୍ଥାନରେ ବିଳମ୍ବିତ ହୋଇପାରେ ସାବାଳକଙ୍କ ଟିକାକରଣ

7