ଶ୍ରୀମନ୍ଦିର ପାଇଁ କେନ୍ଦ୍ରର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ : ଏନଏମଏ ଅଧ୍ୟକ୍ଷଙ୍କ ଅବଗତି ବିନା ବିଜ୍ଞପ୍ତି ଜାରି କରାଯାଇଥିବାରୁ ତୁରନ୍ତ ପ୍ରତ୍ୟାହାର ପାଇଁ ଟୁଇଟ କରି ସୂଚନା ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ; ପ୍ରତ୍ୟାହାର ପାଇଁ ଓଡିଶାର ସାଂସଦ ମାନେ ଭେଟି ଦାବି କରିଥିବା ଜଣାଇଲେ ମନ୍ତ୍ରୀ

22