ଶିମିଳିପାଳ ଜଙ୍ଗଲ ଜଳିବା ନେଇ ରିପୋର୍ଟ ମାଗିଲେ ମନ୍ତ୍ରୀ : କାରଣ ଖୋଜିବାକୁ ଘଟଣାସ୍ଥଳ ଯିବେ ପିିସିସିଏଫ ୱାଇଡ ଲାଇଫ, କୋର ଅଂଚଳକୁ ନିଆଁ ବ୍ୟାପିନଥିବା ସୂଚନା; ସେପଟେ କନକ ନ୍ୟୁଜକୁ ସାକ୍ଷାତକାରରେ ମହାରାଣୀ କହିଲେ, ଗଠନ କରାଯାଉ ବିଭାଗ, ଲୋକଙ୍କୁ କରାଯାଉ ସଚେତନ

9